ପ୍ରାଣୀ ଚିକିତ୍ସ୍ୟା ଶିବିର

ଓଡିଶା ବାର୍ତ୍ତା

ବ୍ରହ୍ମପୁର୨୦ \ ଜୁଲାଇ \୨୦୨୩ ରିଖ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ହୁର୍ୁଳାପଟା ପଞ୍ଚାୟତ ଚଢେଇମରା ଗ୍ରାମ ଢର ରିଲାଏନ୍ସ ଫାଉଢଣ୍ଡସନ କୁକୁଡାଖଣ୍ଡି ପ୍ରାଣୀ ଚିକିତ୍ସ୍ୟା ବିଭାର୍ ମିଳିତ ସହଢଯାର୍ ଢର ଏକ ପ୍ରାଣୀ ଚିକିତ୍ସ୍ୟା ଶିବିର ଅନୁଷ୍ଟିତ ଢହାଇଯାଇଅଛି |

ଡାକ୍ତର ପୀତବାଶ ନାୟକ, ବ୍ଲକ ପ୍ରାଣୀ ଚିକିତ୍ସ୍ୟା ଅଧିକାରୀ ଡାକ୍ତର ଚଚିକା ପଣ୍ଡା, ସହକାରୀ ପ୍ରାଣୀ ଚିକିତ୍ସ୍ୟା ଅଧିକାରୀ (ଏମ.ଭି.ୟୁ. ଭୟାନ) ତରଫରୁ ଢଯାର୍ ଢେଇ ର୍ୃହପାଳିତ ପ୍ରାଣୀ ଯଥା ର୍ାଈ ମାନଙ୍କ ଚିକିତ୍ସ୍ୟା କରିଥିଢଲ | ଚଳିତ ବର୍ଗା େିଢନ କିପରି ର୍ାଈ ମାନଙ୍କର ଖାେୟ ଢପୟ ଢରାର୍ ପରିଚାଳନା ଉପଢର ର୍ୁରୁତ୍ଵ ଢେଇଢହବ ଚାର୍ୀ ମାନଙ୍କୁ ସଢଚତନ କରାଯାଇଥିଲା |

ଏହି ଶିବିର ଢର ଭିଢେଶ୍ଵର ରଥ, ବିଶ୍ଵ ଭୂର୍ଣ ସାହୁ ବି. ଢେଢବନ୍ଦ୍ର ରାଓ ପ୍ରମୁଖ ପ୍ରାଣୀ ସହାୟକ ପ୍ରମୁଖ ଢଯାର୍ ଢେଇ ର୍ାଈ ମାନଙ୍କର ଚଳିତ ବର୍ଗା େିନ ନିମଢନ୍ତ ଫାଟୁଆ ଢରାର୍ ଟୀକାକରଣ, ର୍ଭଗ ପରୀକ୍ଷା, ର୍ାଈ ଢର୍ାବର ପରୀକ୍ଷା (କୃମି ପରିଚାଳନା) ଡାଇରିଆ ପ୍ରମୁଖ ଉପଢର ଚିକିତ୍ସ୍ୟା କରାଯାଇଥିଲା |

ଏଥି ସହ ପ୍ରାଣୀ ଚିକିତ୍ସ୍ୟା ଶିବିର ଢର ମାର୍ଣା ଚିକିତ୍ସ୍ୟା ସହ ଔର୍ଧ ମଧ୍ୟ ବିତରଣ କରଯାଇଥିଲା |

ରିଲାଏନ୍ସ ଫାଉଢଣ୍ଡସନ ତରଫରୁ ପ୍ରଶାନ୍ତ ପଣ୍ଡା, ଜିଲ୍ଲା ସଂଢଯାଜକ ମାନସ କୁମାର ଢବଢହରା, କାଯଗୟକ୍ରମ ସଂଢଯାଜକ ରିଲାଏନ୍ସ ଫାଉଢଣ୍ଡସନ ଢେୟମୁକ୍ତ ଢଟାଲଫ୍ରୀ ନମ୍ବର ୧୮୦୦ ୪୧୯ ୮୮୦୦ ମାଧ୍ୟମ ଢର ଚାର୍ୀ ଭାଇ ମାଢନ ମାର୍ଣା ଢର କୃର୍ି ଆନୁର୍ଙ୍ଗିକ କୃର୍ି ପାଣିପାର୍ ସମ୍ବଧୀୟ ପରାମଶଗ ପାଇପାରିଢବ |

ଏହି ଶିବିର ଢର ୧୫୦ ରୁ ଅଧିକ ର୍ାଈ ମାନଙ୍କୁ ଚିକିତ୍ସ୍ୟା କରଯାଇଥିଲା |