ENTERTAINMENT

ବ୍ରହ୍ମପୁର କଳାକାର ଏକତା ମଞ୍ଚ ତରଫରୁ ବିଶ୍ୱନାଟ୍ୟ ଦିବସ ଆୟୋଜିତ

ଓଡିଶା ବାର୍ତ୍ତା ବ୍ରହ୍ମପୁର,/27/03/26:ବ୍ରହ୍ମପୁରକଳାକାରଏକତାମଞ୍ଚତରଫରୁଶୁକ୍ରବାରବିଶ୍ୱନାଟ୍ୟଦିବସପାଳନଅବସରରେଏକାଧିକକାର୍ଯ୍ୟକ୍ରମବ୍ରହ୍ମପୁରପ୍ରକାଶମହଲରେଆୟୋଜିତହୋଇଯାଇଛି।ସଂଘସଭାପତିରମେଶମହାରଣାଙ୍କସଭାପତିତ୍ୱରେଆୟୋଜିତଏହିକାର୍ଯ୍ୟକ୍ରମମଧ୍ୟାହ୍ନରୁଆରମ୍ଭହୋଇରାତ୍ରପର୍ଯ୍ୟନ୍ତଚାଲିଥିଲା।ସକାଳ୧୦ଘଣ୍ଟବେଳେକଳାକାରଙ୍କୁନେଇଏକସାଂସ୍କୃତିକଶୋଭାଯାତ୍ରାଅନୁଷ୍ଠିତହୋଇଥିଲା।ବ୍ରହ୍ମପୁରଗିରିଜାଛକନିକଟରୁପ୍ରକାଶମହଲପର୍ଯ୍ୟନ୍ତକଳାକାରମାନେଶୋଭାଯାତ୍ରାରେବାହାରିଥିଲେ। ଏହାପରେ ନାଟ୍ୟ ବ୍ୟକ୍ତିତ୍ୱ ମାନଙ୍କ ଗହଣରେ "ସମାଜରେ ସାମ୍ପ୍ରତିକ ନାଟକର ପ୍ରଭାବ" ଶୀର୍ଷକ ଏକ ନାଟ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।...

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ସଶକ୍ତନାରୀ, ସଶକ୍ତରାଷ୍ଟ୍ର’ସଚେତନତା କାର୍ଯ୍ୟକ୍ରମ

ଓଡିଶା ବାର୍ତ୍ତା ଛତ୍ରପୁର ତା ୭।୩ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅବସରରେ ଆୟୋଜିତ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଛତ୍ରପୁର ଇଣ୍ଡୋର୍ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି...

ବ୍ରହ୍ମପୁର ରେ କଳିଙ୍ଗ ମହୋତ୍ସବ ଉଦଘାଟିତ, ନୃତ୍ୟମୂଖ୍ୟଆକର୍ଷଣ

ଓଡିଶା ବାର୍ତ୍ତା ବ୍ରହ୍ମପୁର ୭/୩ -କଳା ସଂସ୍କୃତି ଓ ପରମ୍ପରାର ପୀଠ ରୂପେ ଖ୍ୟାତି ଅର୍ଜନ କରିଥିବା ରେଶମ ସହର ବ୍ରହ୍ମପୁରରେ କଳିଙ୍ଗ ମହୋତ୍ସବ ଉଦଘାଟିତ ହୋଇଯାଇଛି...