odishabarta

ଜିଲ୍ଲାସ୍ତରୀୟ ବୈଠକ ପରେପରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ବାତ୍ୟାର ମୁକାବିଲା ପାଇଁ ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି l

ମନୋଜ ଦାସ, ଓଡିଶା ବାର୍ତ୍ତା ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଳେଇ, କମିଶନର ଶ୍ରୀମତୀ ଏ ସସ୍ୟ ରେଡ୍ଡୀ, କର୍ପୋରେଟରଗଣ, ବିଧାୟକ ପ୍ରତିନିଧି,ନିଗମର ସମସ୍ତ ଅଫିସର ଓ ଇଞ୍ଜିନିୟର,...