ଭୋଟର ତାଲିକ। ସଂଶୋଧନ କାର୍ଯ୍ୟର ସମକ୍ଷା କଲେ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଏମଡି ସାଦିକ ଆଲାମ   

SIR-MLK

ମାନସ ମଲ୍ଲିକ, ଜ଼ିଲ୍ଲା ପ୍ରତିନିଧି, ଓଡିଶାବାର୍ତ୍ତା,                                         

ମାଲକନଗିରି,)ତା-୩୦/୭/୨୬      :        ଓଡ଼ିଶା ସରକାରଙ୍କ ସରକାରୀ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ଏବଂ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଏମଡି ସାଦିକ କଲାମ ମାଲକାନଗିରି ଜିଲ୍ଲା ଗସ୍ତ କରି ଚାଲିଥିବା ସ୍ପୋକାଲ ଇଣ୍ଟେନସିଭ୍ ରିଭିଜନ-୨୦୨୬ ପ୍ରଗତି ସମୀକ୍ଷା କରିଛନ୍ତି ଏହି  ଅବସରରେ ଶ୍ରୀ ଲାମ କହିଛନ୍ତି ଯେ ଏକ ସୂଦୃଢ ଗଣତନ୍ତ୍ରିକ ବ୍ୟବସ୍ଥା ପାଇଁ ସୂଚ୍ଛ ଏବଂ ସଠିକ ଭୋଗର ତାଲିକା ଅତ୍ୟନ୍ତ ଆବଶ୍ୟକ ମାଲକାନଗିରି ଜିଲ୍ଲାରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ-୨୦୨୬ କୁ ସମ୍ପୁର୍ଣ୍ଣ ସଠିକତା ସହ ଶେଷ କରିବା ଆମର ଲକ୍ଷ୍ୟ, ଯେପରି କୌଣସି ଯୋଗ୍ୟ ଭୋଟର ଏଥିରୁ ବାଦ୍‌ ପଡନ୍ତି ଶୁଣାଣି ସମୟରେ ଉଚ୍ଚ ମାନର ପାଞ୍ଚ ପ୍ରକ୍ରିୟା 

ବଜାୟ ରଖିବାକୁ ସେ ଅଧିକରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲାକୁ ଏହା ତାଙ୍କର ଦ୍ୱିତୀୟ ସରକାର ଗସ୍ତ ଜିଲ୍ଲା ଗସ୍ତ ସମୟରେ କମିଶନର ପ୍ରଥମେ ମାଲକାନଗିରି ପୌର ପାଲିକା କାର୍ଯ୍ୟାଳୟରେ ଚାଲିଥିବା ନୋଟିସ୍‌ ଶୁଣାଣି ପ୍ରକ୍ରିୟାର ଗୁଣ ବତ୍ତା           

ଯାଞ୍ଚ କରିଥିଲେ ଏହି ଅବସରରେ ସେ ସେଠାରେ ଉପସ୍ଥିତ ନିର୍ବାଚନ ଅଧିକାରୀ କର୍ମଚରୀମାନଙ୍କ ସହ ସିଧାସଳଖ ଆଲୋଚନା କରି କାର୍ଯ୍ୟରେ ମଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ ଏହି  ଆଲୋଚନାରେ ଭୋଗର ସଂଶୋଧନ ଅଧିକାରୀ, ସହକାରୀ ଭୋଟର ସଂଶୋଧନ ଅଧିକାରୀ, ବୁଥ ସ୍ତରୀୟ ଅଧିକାରୀ ଏବଂ ଦିଏଲଓ ସୁପରଭାର ଜରମାନେ ସାମିଲ ଥିଲେ ଯତ୍ର ପରିଦର୍ଶନ ପରେ ଜିଲ୍ଲା କାର୍ଯ୍ୟାଳୟରେ ଏକ ଗୁରୁତୂପୂର୍ଣ୍ଣ  ସମୀକ୍ଷ୍ଯା ବୈଠକ ଅନୁଷ୍ଠିତ ହୋଇଥିଲା

ଏହି ବୈଠକରେ ଜିଲ୍ଲା ସମସ୍ଥ ଇଆରଓ, ଏଇଆରଓ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ ଚାଲିଥିବା ବିଶେଷ ସଂଶୋଧନ ପ୍ରକ୍ରିୟାକୁ ଅଧିକ ସୂଚ୍ଛ, ସୁଗମ ତୃଟିଶୁନ୍ୟ କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା