Month: July 2026

ବିଇଏମ୍‌ସିରେ ପଶୁ କଲ୍ୟାଣ ସମୀକ୍ଷା ବୈଠକ: କୁକୁର ବନ୍ଧ୍ୟାକରଣ, ପଶୁଙ୍କ ଚିକିତ୍ସା ଓ ବୈଜ୍ଞାନିକ ବର୍ଜ୍ୟ ପରିଚାଳନା ଉପରେ ଗୁରୁତ୍ୱ

ଓଡିଶା ବାର୍ତ୍ତା ବ୍ରହ୍ମପୁର; ୧୭/୦୭ : ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସହରରେ ପଶୁ କଲ୍ୟାଣ, ପଶୁ ସୁରକ୍ଷା ଏବଂ ବୁଲା ପଶୁଙ୍କ ମାନବିକ ପରିଚାଳନାକୁ...