Year: 2026

ରାଜସ୍ବ ନୀରିକ୍ଷକଙ୍କ ମନମାନି ଯୋଗୁଁ ସାଧାରଣ ଲୋକେ କ୍ଷୁବ୍ଧ।

K. ସନ୍ତୋଷ ପାତ୍ର, ଓଡିଶା ବାର୍ତ୍ତା ଜ଼ିଲ୍ଲା ପ୍ରତିନିଧି ଗଞ୍ଜାମ ଜିଲ୍ଲା ର ବହୁ ତହସିଲ ଅଧିନରେ ଥିବା ରାଜସ୍ବ ନୀରିକ୍ଷକ ଙ୍କ ମନମାନି ଯୋଗୁଁ ସାଧାରଣ...