ଭିଜିଲାନ୍ସ ଜାଲରେ ବେଗୁନିଆପଡା କନିଷ୍ଠ ଯନ୍ତ୍ରୀ

je_mallick

Sibaram Majhi,Odishabarta

ବେଗୁନିଆପଡା ବ୍ଲକ ବେଗୁନିଆପଡା ବ୍ଲକ ବୁରୁଝରି ପଞ୍ଚାୟତ ଦାୟିତ୍ବ ରେ ରହିଥିବା କନିଷ୍ଠ ଯନ୍ତ୍ରୀ ସୁଧାଂଶୁ କୁମାର ମଲ୍ଲିକ ଭିଜିଲାନ୍ସ ଜାଲରେ ବୁରୁଝରି ପଞ୍ଚାୟତ ପି ନୂଆଁଗାଁ ଗୋବିନ୍ଦ ଗୋଛାୟତ ବ୍ୟକ୍ତିଙ୍କର  ଆଦର୍ଶ ଗାଈ ଗୁହାଳ କରେଈ ଦେବା  ପାଈଁ  ନେଉଥିଲେ ୭ହଜାର ଟଙ୍କା ଲାଞ୍ଚ ମାଡ଼ିବସିଲା ବ୍ରହ୍ମପୁର ଭିଜିଲାନସ ଟିମ୍ ଅଧିକ ତଥ୍ୟ ଜାଣିବା ପାଈଁ ବ୍ଲକ ରେ ଯନ୍ତ୍ରୀଙ୍କ ଜେରା ଚାଲିଥିବା ସୂଚନା  ମିଳିଛି।