ଜାତୀୟ ଲୋକନୃତ୍ୟ ଉତ୍ସବ ରେ, ଶିଶୁନୃତ୍ୟ ଶିଳ୍ପୀ ଆଦ୍ୟଶ୍ରୀ ସାବତ ସମ୍ବର୍ଦ୍ଧିତ

Spread the love

ଓଡିଶା ବାର୍ତ୍ତା

ବ୍ରହମପୁର ୯/୫:ଭୁନେଶ୍ୱର ଉତ୍କଳ ମଣ୍ଡପ ଠାରେ ଆୟୋଜିତ ଲୋକ ନୃତ୍ୟ ଉତ୍ସବ ୨୦୨୩ ଦ୍ଵିତୀୟ ଦିବସରେ ମାନ୍ୟବର ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଂସ୍କୃତିକ ମନ୍ତ୍ରୀ ଶ୍ରୀ ଅଶ୍ୱିନ ପାତ୍ର, ସାଂସଦ ଶ୍ରୀ ଅରୁପ ପଟନାୟକ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେଏହି ଅବସରରେ  ବ୍ରହ୍ମପୁର ସଂକଳ୍ପ ଛାତ୍ରୀ ସୁଶ୍ରୀ ଆଦ୍ୟଶ୍ରୀ ସାବତ ସ୍ବାଗତ ନୃତ୍ୟ ପରିବେଷଣ କରି ବେଶ ପ୍ରସଂଶନିୟ ହୋଇପାରିଥିଲେ

 ଏହି ଅବସରରେ ଆୟୋଜକ କଲାଞ୍ଜଳି ପକ୍ଷରୁ  ସୁଶ୍ରୀ ସାବତ ଙ୍କୁ  ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ,ସାଂସଦ ଶ୍ରୀ ପଟନାୟକ ,ସମ୍ପାଦିକା ଶ୍ରୀମତୀ ରାମେଶ୍ବରୀ ନନ୍ଦ ଅନ୍ୟାନ୍ୟ ସମ୍ମାନିତ କରିଥିଲେସୁଶ୍ରୀ ସାବତ ବର୍ଷ ବୟସରୁ ରାଜ୍ୟ ରାଜ୍ୟ ବାହାରେ ନୃତ୍ୟ ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି

ସୁଶ୍ରି ସାବତ ଶାସନ ଆମ୍ବଗନିବାସୀ ସମାଜ ସେବୀ ସ୍ୱର୍ଗତ ଅଚ୍ୟୁତ ରାମ ସାବତଙ୍କ ପୌତ୍ରି ତଥା ଯୁବ ନେତା ଶ୍ରୀକାନ୍ତ ସାବତ o ସୁନୀତା ସାବତଙ୍କ କନ୍ୟା ଅଟନ୍ତିପିଲାଟି ବେଳୁ ମହାନ୍ ସଙ୍ଘ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ସମାଜସେବା ସଚେତନତା କାର୍ଯ୍ୟକ୍ରମ କରି ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ସମ୍ମାନ ପ୍ରସଂଶପାଇଛନ୍ତି