ଓଡ଼ିଆ

ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ…, ରାଜ୍ୟ ସରକାରଙ୍କ ପ୍ରୟାସ..”, ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା

ମନୋଜ ଦାସ, ଓଡିଶା ବାର୍ତ୍ତା ବ୍ରହ୍ମପୁର,18/01/24:ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ୍ ହଳଦିଆପଦର ଗ୍ରାମ ପଞ୍ଚାୟତରେ "ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ..., ରାଜ୍ୟ ସରକାରଙ୍କ ପ୍ରୟାସ.." କାର୍ଯ୍ୟକ୍ରମ...

କଳାହାଣ୍ଡି ଉତ୍ସବର ‘ଘୁମୁରା’ ପୂର୍ବରୁ ଶୁଭିଲା ପଥୋତ୍ସବର ବିଗୁଲ

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା ରାଜରାସ୍ତା ପାଲଟିଲା ମହୋତ୍ସବର ମହାମଞ୍ଚ : କଳା, କଳାକାର, ଜନତା ଏକାକାର କଳାହାଣ୍ଡି ୧୩/୦୧/୨୦୨୪-କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର...

ଉତ୍କଳହସ୍ପିଟାଲସହଯୋଗରେଦ୍ଵିତୀୟଜାତୀୟନେଫ୍ରୋଲୋଜିକାଲକେୟାରରିଭିୟୁକୋର୍ସ- ୨୦୦୪ଅନୁଷ୍ଠିତ

ଓଡିଶାବାର୍ତ୍ତା ଭୁବନେଶ୍ବର:ନେଫ୍ରୋଲୋଜିକାଲ କେୟାର ସୋସାଇଟି ଓ ଉତ୍କଳ ହସ୍ପିଟାଲ ସହଯୋଗରେ ଦ୍ଵିତୀୟ ନେଫ୍ରୋଲୋଜିକାଲ କେୟାର ରିଭିୟୁ କୋର୍ସ- ୨୦୦୪ ଭୁବନେଶ୍ବର ସ୍ଥିତ ହୋଟେଲ ସୁର୍ୟାନ୍ଶ ରେ ଜାନୁୟାରୀ...

ରୋଟାରୀ କ୍ଲବ ବ୍ରହ୍ମପୁର ମିଡ଼ଟାଉନତରଫରୁ ମାଗଣାଶୀତବସ୍ତ୍ର ବଣ୍ଟନ

ଓଡିଶାବାର୍ତ୍ତା ବ୍ରହ୍ମପୁର:ବ୍ରହ୍ମପୁର ରୋଟାରୀ କ୍ଲବ ବ୍ରହ୍ମପୁର ମିଡ଼ଟାଉନ, କବଚ ସେବା ସଦନ ଓ ସୃଜନୀ ତରଫରୁ ମାଗଣା ଶୀତ ବସ୍ତ୍ର ବଣ୍ଟନ ଓ ENT କ୍ୟାମ୍ପ ରାମଚନ୍ଦ୍ରପୁର...

33ତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ” । ପଞ୍ଚମ ସନ୍ଧ୍ୟାରେ ନାଟକ ପଞ୍ଚମ ବେଦ” ମଂଚସ୍ଥ ।

ଓଡିଶା ବାର୍ତ୍ତା ବ୍ରହ୍ମପୁର :ପଥଭ୍ରଷ୍ଟ ସନ୍ତାନଙ୍କୁ ସତ୍ ପଥର ଯାତ୍ରୀ କରିବା ପାଇଁ ପ୍ରତି ମାଆ ବାପାଙ୍କୁ ନୂତନ କିଛି ନିୟମ ପ୍ରଣୟନ କରିବାକୁ ପଡେ ।ସେହି...

ଉତ୍କଳ ହସ୍ପିଟାଲ କର୍କଟ କନକ୍ଲେଭ 2024

ବ୍ୟୁରୋ ଓଡିଶା ବାର୍ତ୍ତା ଭୁବନେଶ୍ବର:ଉତ୍କଳ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲ, ଭୁବନେଶ୍ବର, 7 ଜାନୁୟାରୀ 2024 ରେ ହୋଟେଲ ମେଫେୟାର ଠାରେ ଉତ୍କଳ କର୍କଟ...

କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କୁ ଗଞ୍ଜାମ ଜିଲ୍ଲା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଓଡିଶା ବାର୍ତ୍ତା ଗଞ୍ଜାମ :ଭାରତ ସରକାରଙ୍କର କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଆଜି ସକାଳେ ସାଗର ପରିକ୍ରମାରେ ବିଶାଖାପାଟଣା  ଠାରୁ...

ହାବସପୁର ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା କଳାହାଣ୍ଡି :କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।...

ଭବାନୀପାଟଣା ଠାରେ  ଜିଲ୍ଲା ପ୍ରଶାସନ ର  ଜନଶୁଣାଣି ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା  କଳାହାଣ୍ଡି ତା୦୧.୦୧.୨୦୨୪:ଆଜି  ଜିଲ୍ଲାପାଳ ଙ୍କ  ସମ୍ମିଳନୀ  ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏଵଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ...

କଳାହାଣ୍ଡି ରେ ବିଜେପିର ବିଧାନସଭା ସ୍ତରୀୟ ସାଂଗଠାନିକ ବୈଠକ , ସାଂସଦ ଅପଦସ୍ତ (!).

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା କଳାହାଣ୍ଡି ୨୫ /୧୨/୨୦୨୩  କଳାହାଣ୍ଡି ଜିଲ୍ଲା ର ସମସ୍ତ ବିଧାନ ସଭା କ୍ଷେତ୍ର ମାନଙ୍କରେ ଭାରତୀୟ ଜନତା ପାର୍ଟିର  ବିଧାନସଭା ସ୍ତରୀୟ...