ଭାରତୀୟ ଜନତା ପାର୍ଟି ଦ୍ଵାରା  ରଙ୍ଗେଇଲୁଣ୍ଡା ବ୍ଳକ ଘେରାଉ

Spread the love

ଓଡିଶା ବାର୍ତ୍ତା

ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ଦ୍ଵାରା  ଭ୍ରଷ୍ଟାଚାର ଦୁର୍ନୀତି ଆପାରଗ ଓଡ଼ିଆ ସରକାର ବିରୁଦ୍ଧରେ ରଙ୍ଗେଇଲୁଣ୍ଡା ବ୍ଳକ ଘେରାଉ କରାଯାଇ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ରଙ୍ଗେଇଲୁଣ୍ଡା ଵିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ଆଜି ଦୁର୍ନୀତି ଚରମସିମାରେ, ମରୁଡି ଭୟାବହ ସ୍ଥୀତିରେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଵଳ ଦୁର୍ନୀତି ନୂତନ ଓଡିଶା ନାଁରେ ଲୋକପ୍ରତିନିଧି ମାନଙ୍କ ଅଧିକାର ହଡ଼ପ, ପିସି କାରବାର ସବୁକ୍ଷେତ୍ରରେ କାୟା ବିସ୍ତାର କରିଛି ସାମଗ୍ରିକ ପରିସ୍ଥିତି ଚିନ୍ତାଜନକ ସରକାର ଵଦଳିବା ଦରକାର

ଏହି ପ୍ରତିଵାଦ ସଭାରେ ଗୋପାଳପୁର ଵାଧାନସଭା କ୍ଷେତ୍ର ନେତା ଵିଭୂତିଭୂଷଣ ଯେନା ନେତୃତ୍ବରେ ହୋଇଥିଲା ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଡ଼ ସୁବାଷ ସାହୁ , ଗଙ୍ଗାଧର ଶତପଥି , ଵିନୋଦଚନ୍ଦ୍ର ମିଶ୍ର  , ରାଜେଶ ସାହୁ , ରଜତ ପଣ୍ଡିତ , ସନତ ନାୟକ  ,  ସୁନିଳ ପାତ୍ର , ପ୍ରଦିପ  ପଟନାୟକ , ଏଲ ମୋହନଦାସ , ମହନ୍ତ ଚିନମୟ ମହାରାଜ , ପ୍ରଭାତ ଶଡଙ୍ଗି , ଯୁଜଷ୍ଟିର ନାୟକ , ଲକ୍ଷ୍ମୀ ନାୟକ , ସୁଜତା ନାୟକ ମୋନିକା ପ୍ରହରାଜ , ରତ୍ନଗର୍ଭା ସରସ୍ବତୀ ଶତପଥୀ   ,  କେ ରଘୁନାଥ ପାତ୍ର, ସୋହନାଥ ପାତ୍ର , ବାଳକୃଷ୍ଣ ସାମନ୍ତରା ,  ଏସ ହରିଶ୍ଚନ୍ଦ୍ର,  ଜଗମୋହନ ପାତ୍ର , ଜି କୁମା , ସୁସାନ୍ତ ଯେନା , ଏନ ଭାଗିରଥି ରେଡି ,  ଭଇରଵ ରଣା , କାଳିଆ ଵେହେରା , ବି ଗଣେଶ ପାତ୍ର , କୃଷ୍ଣଚନ୍ଦ୍ର ମହାରଣା  , କେଦାର ମହାନ୍ତି , ପଞ୍ଚୁ ଵେହେରା , ଚଣ୍ଡୀ ଚରଣ ସାହୁ ,  ମିଟୁ ସାହୁ , କେଶଵ ପାତ୍ର , ଶିବ ନାୟକ ଟୁଟୁନ ପାତ୍ର ,  କେ ମୋହନ ରିଓ ,  ଗି  ନାରାୟଣ , ହୃଷିକେଶ ଵେହେରା , ଅଜୟ ନାୟକ ,  ଜେ ନାରାୟଣ ରେଡି, ନରସିଂହ ସେଠି , ଦୁଶାସନ , ମାତାପ୍ରସାଦ ନାୟକ, ଜଗଦୀଶ ପ୍ରଧାନ , ଅଭୟ ଶତପଥୀ ,  ସନ୍ତୋସ ସାହୁ ,  ଜେ ଵିଶ୍ଵନାଥ ,  ଲୋକନାଥ ,  ଗୌର ସାହୁ , ତପନ ସାହୁ ,  ଡି କାମେୟ୍ୟା , ଦେବରାଜ ମହାନ୍ତି , ଝୁମୁରି ସୁହୁ ,   କିଶ୍ବର ସାହୁ ,  ପବିତ୍ର ନାୟକ  ନିଳାନ୍ଦ୍ରି ପ୍ରହରାଜ ଵି ଡମ୍ଵରୁ ପାତ୍ର ,  ପିତାମ୍ଵର ନାୟକ , କବିରାଜ ଖୁଣ୍ଟିଆ  ଗୋପିନାଥ ମହାରଣା  ବି ରୁଦ୍ର , ପ୍ରମୁଖ ଉପସ୍ଥିତ ଥିଲେ