ବ୍ରହ୍ମପୁର ବିଜୁ ଜନତା ଦଳ ତରଫରୁ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଙ୍କୁ ଭବ୍ୟ ସ୍ବାଗତ

pandian_mla

ଓଡିଶା ବାର୍ତ୍ତା

ବ୍ରହ୍ମପୁର :ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁଙ୍କ ପୋରୋହିତ୍ୟରେ ବ୍ରହ୍ମପୁର ବିଜୁ ଜନତା ଦଳ ତରଫରୁ ମାନ୍ୟବର ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କାର୍ତ୍ତିକେୟନ୍ ପାଣ୍ଡିୟନଙ୍କୁ ଭବ୍ୟ ସ୍ବାଗତ ଜଣାଇ, ଉପଢୌକନ ଦେଇ  ସମ୍ବର୍ଦ୍ଧିତ କଲେ, ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା ଏବଂ ଆଞ୍ଚଳିକ ବିକାଶ ମୂଳକ ପ୍ରକଳ୍ପ ଗୁଡ଼ିକ ବିଷୟରେ ସବିଶେଷ ଆଲୋଚନା କରିଥିଲେ