ଏମିତି ଚାଲିଛି ନିଦାନ ଡାଏଗ୍ନୋଷ୍ଟିକ ସେଣ୍ଟର, ବର୍ଷେ ହେଲା ନାହିଁ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ସର୍ଟିଫିକେଟ (?).

Spread the love

ବ୍ୟୁରୋ ଓଡିଶା ବାର୍ତ୍ତା

ବ୍ରହ୍ମପୁର ଗଜପତିନଗର ଛକରେ ଥିବା ନିଦାନ ଡାଏଗ୍ନୋଷ୍ଟିକ ସେଣ୍ଟରର ଆଜକୁ ଏକ ବର୍ଷ ହେବ ଲାଇସେନ୍ସ ନାହିଁ ଅଥଚ ସେଠାରେ ଦୈନିକ ହଜାର ହଜାର ରୋଗୀଙ୍କ ପରୀକ୍ଷା ନିରୀକ୍ଷା ଚାଲୁ ରହିଛି ଲାଇସେନ୍ସ ନଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପ୍ରଶାସନ ଜାଣିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ଏପରିକି ଖୋଦ୍ ଏମକେସିଜି କର୍ତ୍ତୁପକ୍ଷ ଏହି ସଂସ୍ଥା ସହ ଚୁକ୍ତି କରି ରୋଗୀ ପଠାଉଛନ୍ତି ଲାଇସେନ୍ସ ପାଇଁ ନିଦାନ ପକ୍ଷରୁ ବାରମ୍ବାର ଆବେଦନ କରାଯାଇଛି ହେଲେ ସରକାରୀ ନିୟମ ଅନୁସାରେ ଆବଶ୍ୟକୟ ମାନଦଣ୍ଡ ପୂରଣ କରୁନଥିବାରୁ ନିଦାନକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାର୍ଟିଫିକଟ ମିଳିପାରିନାହିଁ ଯେଉଁ ସଂସ୍ଥାର ଲାଇସେନ୍ସ ନାହିଁ ସେଠାରୁ ରୋଗୀଙ୍କୁ ମିଳୁଥିବା ରିପୋର୍ଟ କେତେ ବୈଧ ବୋଲି ପ୍ରଶ୍ନ ଉଠିଛି (?).