ଭିତ୍ତ ପ୍ରସ୍ତର ସ୍ଥାପନ କଲେ ବିଧାୟିକା, ଲତିକା ପ୍ରଧାନ

latika

Jayakrushna Majhi,Bureau,Odishabarta

କୋଦଳାବେଗୁନିଆପଡା ବ୍ଲକରେ କ୍ଷୁଦ୍ର ଜଳସେଚନ ବିଭାଗର ଦୁଇଟି ପ୍ରକଳ୍ପକୁ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତି ଲତିକା ପ୍ରଧାନ ଭିତ୍ତି ପ୍ରସ୍ତର ସ୍ଥାପନ ଶୁକ୍ରବାର ଦିନ କରିଛନ୍ତି ଏହି ବ୍ଲକର ଖଣ୍ଡିଆନଈ ପଂଚାୟତର ତିରିଡା ସ୍ଥିତ ଢେମାଳି ବନ୍ଧ ମଠ ସରସିଙ୍ଗ ପଂଚାୟତର ବାଦରଖାପଲ୍ଲୀସ୍ଥିତ କେନ୍ଦୁଆନାଳ ପାଇଁ civil & CAD  ଯୋଜନାରେ ପୁନଃଉଦ୍ଧାର କରାଯିବଏଥିରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି, ପୂର୍ବତନ ସଦସ୍ୟ ତ୍ରିନାଥ ଭୂୟାଁ, ସରପଞ୍ଚ ସୁଜ୍ଞାନି ସ୍ୱାଇଁ, ସମିତି ସଭ୍ୟ ମହେଶ୍ୱର ପଣ୍ଡା, କନିଷ୍ଠ ଯନ୍ତ୍ରୀ ବି. ସୀମାଞ୍ଚଳ ରେଡି,ଗଙ୍ଗାର ଟୁଡୁଙ୍କ ସମେତ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ