୧୩ତମମହାନଗର ମହୋତ୍ସବ ମହାମଞ୍ଚ
ବ୍ୟୁରୋ ଓଡିଶା ବାର୍ତ୍ତା
ବ୍ରହ୍ମପୁର : (ତା ୦୯/୦୧/୨୦୨୬ରିଖ ଠାରୁ ଦୀର୍ଘ ୧୦ ଦିନ ତା ୧୮/୦୧/୨୦୨୬ ରିଖ ପର୍ଯ୍ୟନ୍ତ )୧୩ ତମ ମହାନଗର ମହୋତ୍ସବର ସାହିତ୍ୟ ପର୍ବ ପ୍ରତି ଦିନ ଅପରାହ୍ନ ୩ ଘଣ୍ଟ ସମୟ ଠାରୁ କ୍ରମରେ ସନ୍ଧ୍ୟା ୬ ଘଣ୍ଟ ୩୦ ମିନିଟ୍ ସମୟ ପର୍ଯ୍ୟନ୍ତ ଚାଲୁ ରହିବ ।
ପ୍ରତିଦିନ ଅପରାହ୍ନ ୩ ଘଣ୍ଟ ସମୟ ଠାରୁ ସନ୍ଧ୍ୟା ୫ ଘଣ୍ଟ ସମୟ ପର୍ଯ୍ୟନ୍ତ:ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୩୦ ଜଣ ନିମନ୍ତ୍ରିତ କବି କବୟିତ୍ରୀ ଅତିଥି ନିଜ ନିଜ ସ୍ବ କବିତା ଚଳିତ ୧୩ ତମ ମହାନଗର ମହୋତ୍ସବର ମହାମଞ୍ଚରେ ପାଠ କରିବେ ।
ପ୍ରତିଦିନ ସନ୍ଧ୍ୟା ୫ ଘଣ୍ଟ ସମୟ ଠାରୁ ସନ୍ଧ୍ୟା ୫ ଘଣ୍ଟ ୩୦ ମିନିଟ୍ ସମୟ ପର୍ଯ୍ୟନ୍ତ:ଓଡ଼ିଶାର ବିଭିନ୍ନ ଜିଲ୍ଲାର ୫ ଜଣ ନିମନ୍ତ୍ରିତ ଗାଳ୍ପିକ ଗାଳ୍ପିକା ଅତିଥି ନିଜ ନିଜ ସ୍ବ ଗଳ୍ପ ଚଳିତ ୧୩ ତମ ମହାନଗର ମହୋତ୍ସବର ମହାମଞ୍ଚରେ ପାଠ କରିବେ ।
ପ୍ରତିଦିନ ସନ୍ଧ୍ୟା ୫ ଘଣ୍ଟ ୩୦ ମିନିଟ୍ ସମୟ ଠାରୁ ସନ୍ଧ୍ୟା ୬ ଘଣ୍ଟ ସମୟ ପର୍ଯ୍ୟନ୍ତ:ଓଡ଼ିଶାର ବିଭିନ୍ନ ଜିଲ୍ଲାର ୫ ଜଣ ନିମନ୍ତ୍ରିତ ନୂତନ ସଦ୍ୟ ପ୍ରକାଶିତ ପୁସ୍ତକ ଚଳିତ ୧୩ ତମ ମହାନଗର ମହୋତ୍ସବର ମହାମଞ୍ଚରେ ଉନ୍ମୋଚିତ ହେବ ।
ପ୍ରତିଦିନ ସନ୍ଧ୍ୟା ୬ ଘଣ୍ଟ ସମୟ ଠାରୁ ସନ୍ଧ୍ୟା ୬ ଘଣ୍ଟ ୧୫ ମିନିଟ୍ ସମୟ ପର୍ଯ୍ୟନ୍ତ:ଓଡ଼ିଶାର ବିଭିନ୍ନ ଜିଲ୍ଲାର ୫ ଗୋଟି ନିମନ୍ତ୍ରିତ ଲୋକପ୍ରିୟ ଓଡ଼ିଆ ଭାଷା ଭାଷୀ ପତ୍ରିକା କୁ ୧୩ ତମ ମହାନଗର ମହୋତ୍ସବର ମହାମଞ୍ଚ ସମ୍ମାନିତ କରିବା ପାଇଁ ଯାଊଅଛି ।
ପ୍ରତିଦିନ ସନ୍ଧ୍ୟା ୬ ଘଣ୍ଟ ୧୫ ମିନିଟ୍ ସମୟ ଠାରୁ ସନ୍ଧ୍ୟା ୬ ଘଣ୍ଟ ୩୦ ମିନିଟ୍ ସମୟ ପର୍ଯ୍ୟନ୍ତ: ନିମନ୍ତ୍ରିତ ଗୋଟିଏ ଲୋକପ୍ରିୟ ପୁସ୍ତକକୁ ୧୩ ତମ ମହାନଗର ମହୋତ୍ସବର ମହାମଞ୍ଚ ସମୀକ୍ଷା କରିବା ପାଇଁ ଯାଊଅଛି ।
ପ୍ରତିଦିନ ସନ୍ଧ୍ୟା ୬ ଘଣ୍ଟ ୩୦ ମିନିଟ୍ ସମୟ ଠାରୁ ସନ୍ଧ୍ୟା ୭ ଘଣ୍ଟ ସମୟ ପର୍ଯ୍ୟନ୍ତ: ” ସାହିତ୍ୟ ଆଲୋଚନା ଚକ୍ର ” ୧୩ ତମ ମହାନଗର ମହୋତ୍ସବର ମହାମଞ୍ଚ ଆୟୋଜନ କରିବା ପାଇଁ ଯାଉଅଛି ।
ପ୍ରତିଦିନ ସନ୍ଧ୍ୟା ୭ ଘଣ୍ଟ ସମୟ ପର୍ଯ୍ୟନ୍ତ:ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୦୦ ଜଣ ( ଆଲୋଚକ ସମୀକ୍ଷକ କବି କବୟିତ୍ରୀ ଗାଳ୍ପିକ ଗାଳ୍ପିକା ପତ୍ରିକା ପ୍ରକାଶକ )ଙ୍କୁ ୧୩ ତମ ମହାନଗର ମହୋତ୍ସବର ମହାମଞ୍ଚ ସମ୍ମାନିତ କରିବା ସୈ।ଭାଗ୍ୟ ପ୍ରାପ୍ତ କରିଛି।
୧)
ଗଞ୍ଜାମ ମାଟିର ବରପୁତ୍ର
କବିସମ୍ରାଟ ଉପେନ୍ଦ୍ରଭଞ୍ଜ (ଘୁମୁସର) ଙ୍କ
ଆଦର୍ଶରେ ଅନୁପ୍ରାଣିତ
ଓଡ଼ିଆ କବିପ୍ରାଣ ସମ୍ମାନ ୨୦୨୬
୨)
ଗଞ୍ଜାମ ମାଟିର ବରପୁତ୍ର
ରାମଦାସ ( ଡୁରା ) ଙ୍କ
ଆଦର୍ଶରେ ଅନୁପ୍ରାଣିତ
ଓଡ଼ିଆ କବିପ୍ରାଣ ସମ୍ମାନ ୨୦୨୬
୩)
ଗଞ୍ଜାମ ମାଟିର ବରପୁତ୍ର
କୃଷ୍ଣ ସିଂହ (ଧରାକୋଟ) ଙ୍କ
ଆଦର୍ଶରେ ଅନୁପ୍ରାଣିତ
ଓଡ଼ିଆ କବିପ୍ରାଣ ସମ୍ମାନ ୨୦୨୬
୪)
ଗଞ୍ଜାମ ମାଟିର ବରପୁତ୍ର
ଗୋପାଳକୃଷ୍ଣ ପଟ୍ଟନାୟକ ( ପାରଳାଖେମୁଣ୍ଡି ) ଙ୍କ
ଆଦର୍ଶରେ ଅନୁପ୍ରାଣିତ
ଓଡ଼ିଆ କବିପ୍ରାଣ ସମ୍ମାନ ୨୦୨୬
୫)
ଗଞ୍ଜାମ ମାଟିର ବରପୁତ୍ର
ଯଦୁମଣି ମହାପାତ୍ର( ଆଠଗଡ଼ ପାଟଣା) ଙ୍କ
ଆଦର୍ଶରେ ଅନୁପ୍ରାଣିତ
ଓଡ଼ିଆ କବିପ୍ରାଣ ସମ୍ମାନ ୨୦୨୬
୬)
ଗଞ୍ଜାମ ମାଟିର ବରପୁତ୍ର
ବଳଦେବ ରଥ ( ମଧୁବନ ଶାସନ ) ଙ୍କ
ଆଦର୍ଶରେ ଅନୁପ୍ରାଣିତ
ଓଡ଼ିଆ କବିପ୍ରାଣ ସମ୍ମାନ ୨୦୨୬
୭)
ଗଞ୍ଜାମ ମାଟିର ବରପୁତ୍ର
ଅରକ୍ଷିତ ଦାସ ( ବିଜୟ ନଗର ଗଡ଼ ) ଙ୍କ
ଆଦର୍ଶରେ ଅନୁପ୍ରାଣିତ
ଓଡ଼ିଆ କବିପ୍ରାଣ ସମ୍ମାନ ୨୦୨୬
୮)
ଗଞ୍ଜାମ ମାଟିର ବରପୁତ୍ର
ନରସିଂହ ମାଠ ( କରାଖଣ୍ଡି ) ଙ୍କ
ଆଦର୍ଶରେ ଅନୁପ୍ରାଣିତ
ଓଡ଼ିଆ କବିପ୍ରାଣ ସମ୍ମାନ ୨୦୨୬
୯)
ଗଞ୍ଜାମ ମାଟିର ବରପୁତ୍ର
ଶ୍ୟାମସୁନ୍ଦର ରାଜଗୁରୁ
( ଗଞ୍ଜାମର ପ୍ରଥମ ଗ୍ରାଜୁଏଟ୍ )
( ପାରଳାଖେମୁଣ୍ଡି )ଙ୍କ
ଆଦର୍ଶରେ ଅନୁପ୍ରାଣିତ
ଓଡ଼ିଆ କବିପ୍ରାଣ ସମ୍ମାନ ୨୦୨୬
୧୦)
ଗଞ୍ଜାମ ମାଟିର ବରପୁତ୍ର
ଅନ୍ନପୂର୍ଣ୍ଣା ପଟ୍ଟନାୟକ
( ବିଂଶ ଶତାବ୍ଦୀର ପ୍ରଥମ ଓଡ଼ିଆ ନାରୀକବି)
(ଚିକିଟୀ )ଙ୍କ
ଆଦର୍ଶରେ ଅନୁପ୍ରାଣିତ
ଓଡ଼ିଆ କବିପ୍ରାଣ ସମ୍ମାନ ୨୦୨୬
********
ଗଞ୍ଜାମ ଗୌରବ ସ୍ବର୍ଗତ କେଦାର ପାଣିଗ୍ରାହୀଙ୍କ ଅନୁପ୍ରାଣିତ ଗଞ୍ଜାମ ଲୋକସଙ୍ଗୀତ ତଥା ପାରମ୍ପରିକ କଣ୍ଠଶିଳ୍ପୀ ସମ୍ମାନ ୨୦୨୬
*********
ନିରପେକ୍ଷ ନିର୍ଭିକ ସମାଜସେବାରେ ବ୍ରତୀ
ସାମ୍ବାଦିକ ସମ୍ମାନ ୨୦୨୬
୧୩ ତମ ମହାନଗର ମହୋତ୍ସବ
ଜାନୁଆରୀ ୯ ରୁ ୧୮
ଚର୍ଚ୍ଚ ପଡ଼ିଆ , ବ୍ରହ୍ମପୁର
******
ମେଧାବୀ ଶିଶୁ ସମ୍ମାନ ୨୦୨୬
ଆଦର୍ଶ ଆଚାର୍ଯ୍ୟ ସମ୍ମାନ ୨୦୨୬
ଶ୍ରେଷ୍ଠ ଗଞ୍ଜାମ କଳା ସମ୍ମାନ ୨୦୨୬
ଆଦର୍ଶ ଗଞ୍ଜାମ ସଂସ୍କୃତି ସମ୍ମାନ ୨୦୨୬
********
📚 BEST BOOK AWARD 2026
📚 BEST PUBLISHER AWARD 2026
📚 BEST WRITTER AWARD 2026
📚 BEST PATRIKA AWARD 2026
📚 BEST NEWS PAPER AWARD 2026
********
BEST INFLUENCER AWARD 2026
13th Mahanagar Mahotsav
9th January to 18th January
Church Ground, brahmapur
******
RENOWNED BUSINESS PERSON AWARD 2026
13th Mahanagar Mahotsav
9th January to 18th January
Church Ground, brahmapur
******
୧୩ ତମ ମହାନଗର ମହୋତ୍ସବ
ଜାନୁଆରୀ ୯ ରୁ ୧୮
ଚର୍ଚ୍ଚ ପଡ଼ିଆ , ବ୍ରହ୍ମପୁର
******
