ଅପହୃତ ନାବାଳକକୁ ହତ୍ୟା (!).

kidnap_sharma

 ଓଡିଶା ବାର୍ତ୍ତା

ଝାରସୁଗୁଡା, ୨୯/୩: ଝାରସୁଗୁଡା ଟାଉନ ଥାନାର ସରବାହାଲରୁ ଅପହୃତ ନାବାଳକଙ୍କ ହତ୍ୟା ହୋଇଥିବା ଜଣାଯାଇଛି। ଗତ ୨୭ ତାରିଖରେ ଜଣେ ୧୫ ବର୍ଷୀୟ ନାବାଳକର ଅପହରଣ ହୋଇଥିଲା ଅପରାଧୀ ମାନେ ନାବାଳକର ପିତାଙ୍କୁ ୫୦ ଲକ୍ଷ  ଟଙ୍କା ମାଗିଥିଲେ ତେବେ ତାହା ମିଳିବାରୁ ୨୮ ତାରିଖ ରାତି ବରଗଡ ଜିଲାର ଭେଡେନ ଥାନାଞ୍ଚଳରେ ହତ୍ୟା କରିଛନ୍ତି। ଏହି ମାମଲାରେ ଝାରସୁଗୁଡା ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅମିତ ଶର୍ମା ଦୀନେଶ ଅଗ୍ରଓ୍ବାଲ। ତେବେ ଟଙ୍କା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି ନା ଅନ୍ଯ କଉଣସି କାରଣ ଅଛି ତାହା ପୁଲିସ ତଦନ୍ତାଧୀନ ରହିଛି।