ଜିଲ୍ଲାସ୍ତରୀୟ୨ୟଭାରତସ୍କାଉଟକର୍ମଶାଳାକୋଷାଗୁମୁଡ଼ାରେଶୁଭଆରମ୍ଭ

ସନ୍ତୋଷ କୁମାର, ଜିଲାପ୍ରତିନିଧି, ଓଡିଶା ବାର୍ତ୍ତା

 ନବରଙ୍ଗପୁର,୨୬//୨୩:ଆଜିଠାରୁ ଭାରତ ସ୍କାଉଟ ୨୨୨୩ ବର୍ଷ ୩ଦିନିଆ କର୍ମଶାଳା କୋଷାଗୁମୁଡ଼ା ସଦର ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଭାବେ ଶୁଭାରମ୍ଭ ହୋଇଯାଇଛି ନବରଙ୍ଗପୁର ଜିଲ୍ଲା ରେ ଦ୍ୱିତୀୟ ଥର ପାଇଁ କୋଷାଗୁମୁଡ଼ା ବ୍ଲକ ସଦର ହାଇସ୍କୁଲରେ ଆଜିଠାରୁ ୩ଦିନ ପର୍ଯ୍ୟନ୍ତ ଭାରତ ସ୍କାଉଟ ଗାଇଡ଼ କେମ୍ପସ ଶୁଭ ଉଦଘାଟନ ସମାରୋହ ଉଛବ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ କୁ କୋଷାଗୁମୁଡ଼ା ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ପବିତ୍ର ହଲଦାର ଙ୍କ ଅଦକ୍ଷତା ରେ ଶୁଭାରମ୍ଭ ହୋଇଛି  

ଏହି ସ୍କାଉଟ କାର୍ଯ୍ୟକ୍ରମ ରେ ଜିଲ୍ଲାର ୧୦ଗୋଟି ବ୍ଳକ ୩୪ଗୋଟି ବିଦ୍ୟାଳୟ ପ୍ରାୟ ୨୬୩ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି ଏହି ସ୍କାଉଟ କେମ୍ପିଙ୍ଗ ରେ ସମସ୍ତ ଛାତ୍ର ଛାତ୍ରୀ ବହୁ ଆଗ୍ରହ ସୁନ୍ଦର ଭାବେ ନିଜର ନିଜର କୃତିତ୍ୱ କୁ ପ୍ରତିପାଦନ କରିବା ଦେଖିବାକୁ ମିଳିଛି ସାମାଜିକ ସ୍ତର ରେ ବିଭିନ୍ନ ସମସ୍ୟା ଏବଂ ଆମ ବ୍ୟକ୍ତିତ୍ୱ କୁ ଉଚ୍ଚକୋଟୀର କରିବା ସହ ଆତ୍ମ ନିର୍ଭରଶିଳ ଭାବେ ସମାଜ ରେ ପରିଚୟ ସୃଷ୍ଟି କରିବା ଉପରେ ଦିଗଦର୍ଶନ ଦିଆଯାଇଛି। ନିଜର ମୂଳଲକ୍ଷ  ଏହି କର୍ମଶାଳା ରେ ଶିକ୍ଷା ଅଭିଜ୍ଞତା କୁ ପରିପ୍ରକାଶ ଉପରେ ଶିକ୍ଷା ପ୍ରଦାନ ପ୍ରତୀ ଲକ୍ଷ ରଖି କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଛି ବୋଲି ଉପସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଆଜିର ଏହି ଉନ୍ମୋଚନ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ କୋଷାଗୁମୁଡ଼ା ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଥିବାବେଳେ ସଂମାନୀୟ ଅତିଥି ଭାବେ କୋଡ଼ିଙ୍ଗା ତହସିଲଦାରଟିକୁନ ପୁଟା, ଏଡିଇଓରେଶମଲାଲ ନାଇକ,କୋଷାଗୁମୁଡ଼ା ଥାନା ଏସ ଆଇସୁଧାଂଶୁ କୁମାର ବାରିକ, କୋଷାଗୁମୁଡ଼ା ଶିକ୍ଷା ଅଧିକାରୀସୁବାଷ ଚନ୍ଦ୍ର ରାୟ, ଡିସିଏସପ୍ରଧାନ ଶିକ୍ଷକ ଆମ୍ଲଭଟାପ୍ରମଦ କୁମାର ଦାଶ, କୋଷାଗୁମୁଡ଼ା ସରକାରୀ ହାଇସ୍କୁଲ ରପ୍ରଧାନ ଶିକ୍ଷକପବିତ୍ର ହଲଦାର ଥିବାବେଳେ ଏହିକାର୍ଯ୍ୟକ୍ରମ ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀପ୍ରଦୀପ କୁମାର ନାଗ ,ନବରଙ୍ଗପୁର ଥିଲେ ଏହିକାର୍ଯ୍ୟକ୍ରମ କୁ ଆଇପିଇ ଭାରପ୍ରାପ୍ତ ସମ୍ପାଦକପ୍ରଭାତ କୁମାର ପଟ୍ଟନାୟକ, ସ୍କାଉଟ ଟ୍ରେନରଧୀରେନ୍ଦ୍ର ନାଥ ପଣ୍ଡା, ସନାତନ ସାହୁ ପବିତ୍ର ପାସା(କଳାହାଣ୍ଡି) ମୋନାରାଜ ପ୍ରହରାଜ, ବିଭାସିସ ଦେ ଙ୍କ ସହ ବିଶ୍ୱେଶ୍ୱର୍ ସାହୁ, ନଳିନୀକାନ୍ତ ପାତ୍ର, ନୀଳାମ୍ବର ତ୍ରିପାଠୀ, ପ୍ରଣତି ପଟ୍ଟନାୟକ, ଅଭୟ କୁମାର ସାମଲ, ସୁଜାତା ପାତ୍ର, ଶୁଭଶ୍ରୀ ମହାପାତ୍ର, ଗୀତାଞ୍ଜଳି ଚାଲାଣ ନୂତନ କୁମାର ନାୟକ,ତପନ କୁମାର ଖୋସଲା, ବିନାୟକ ପ୍ରହରାଜ, ଟିକମା ପାଙ୍ଗି , ବିଧାନ ରାଉତ, ବଦ୍ରିନାରାୟଣ ବିଶ୍ଵାଳ (ପ୍ରଧାନ ଶିକ୍ଷକ ମାଝୀଧନୁଆ), ମଧୁସୂଦନ ସାହୁ, ପ୍ରସନ୍ନଜିତ୍ ମାଝୀ, ଜଗଧିସ ପଟ୍ଟନାୟକ କୈଳାଶ ଚନ୍ଦ୍ର ବାରିକ ପ୍ରମୁଖଙ୍କ ସହ ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆରମ୍ଭ କରିଛନ୍ତି