ଭଙ୍ଗା ଘରେ ବୃଦ୍ଧା ଙ୍କ ଜୀବନ ବିତୁଛି ,ଏହି ଠାରେ ସରକାର ଯୋଜନା ଫେଲ ମାରିଛି; ଯାହାକି ସାମ୍ନା କୁ ଆସିଛି ପ୍ରକୃତ ନଗ୍ନ ଚିତ୍ର ।
ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା ନବରଙ୍ଗପୁର :( ଓଡ଼ିଶା ବାର୍ତା)ତା:-୨୭/୬/୨୧କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ସେହି ଯୋଜନା...
