Month: November 2021

ଇଞ୍ଜିନିୟରିଂ ଓ ମେଡିକାଲ ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି ମାଗଣାରେ କୋଚିଂ

ଓଡ଼ିଶା ବାର୍ତ୍ତା ସୁନ୍ଦରଗଡ଼,(ରାଉରକେଲା):ସର୍ବଭାରତୀୟସ୍ତରରେଇଞ୍ଜିନିୟରିଂ, ମେଡିକାଲ, ଆଇନଏବଂଆର୍କିଟେକ୍ଚରଆଦି ଉଚ୍ଚଶିକ୍ଷା କ୍ଷେତ୍ରରେ ନାମ ଲେଖାଇବା ଲାଗି ଆବଶ୍ୟକପ୍ରବେଶିକାପରୀକ୍ଷାପାଇଁ ପ୍ରସ୍ତୁତ ହେବାକୁ ସୁନ୍ଦରଗଡ଼ ଜିଲ୍ଲାର ମେଧାବୀଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯାଉଛି। ଜିଲ୍ଲାରଖଣିପ୍ରଭାବିତବ୍ଲକର...