Month: July 2020

କରୋନା ସକାଶେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଜିଲ୍ଲାପାଳଙ୍କ ଦ୍ବାରା ଉଦଘାଟିତ

IIODISHABARTA II ଛତ୍ରପୁର ତା.୧୩.୦୭.୨୦ ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପଞ୍ଚାୟତ ଅମ୍ବୁଲାନ୍ସ ସେବା ପରିଚାଳନା କକ୍ଷ...