ମୃତ ଏ.ସ.ଆଇ.ରବୀନ୍ଦ୍ର ବେହେରାଙ୍କୁ ମିଳିଲା ରାଷ୍ଟ୍ରୀୟ ସମ୍ମାନ

asi

Sibaram Majhi,Odishabarta

ବେଗୁନିଆପଡା: ସାମ୍ବାଦିକ ପୋଲିସ କର୍ମଚାରୀଙ୍କ ସହାୟତାରେ ପୁଅ ଉଠାଇଲେ ବାପାର ମୃତ ଦେହ କୋଦଳା ତହସିଲଦାର, ବିଡ଼ିଓ ପୁରୁଷୋତ୍ତମପୁର ଏସଡ଼ିପିଓ ଉପସ୍ଥିତିରେ ଉଠିଲା ମୃତଦେହ ଗାର୍ଡ ଅଫ ଅନର ପରେ ହେବ ଅନ୍ତିମସଂସ୍କାର ମେଡିକାଲରେ ଘଣ୍ଟା ଘଣ୍ଟା ଧରି ପଡିରହିଥିଲା ଭଞ୍ଜନଗର ଏଏସଆଇଙ୍କ ମୃତଦେହ କରୋନା ସନ୍ଦେହରେ ମିଳିନଥିଲା କାନ୍ଧ (!).

କୋଦଳା ମେଡିକାଲରେ ଚିକିତ୍ସା ଧିନ ଅବସ୍ଥାରେ ଆଇ ରବୀନ୍ଦ୍ର ବେହେରା ଙ୍କ ମୂତ୍ୟୁ ସେ କିଛି ଦିନ ଜ୍ବରରେ ପିଡିତ ଥିବାବେଲେ ହଠାତ୍ ଗତକାଲି ରାତ୍ର ସମୟରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତ୍ବର ହେବାରୁ କୋଦଳା ମେଡିକାଲରେ  ଭତିକରା ଯାଈଥିଲା  ସେ ଭଞ୍ଜନଗର କୋର୍ଟ ରେ କାଯ୍ୟରତ ଥିଲେ.

ଏହା ପୂର୍ବରୁ ସେ କୋଦଳା ଥାନାରେ ଆଇ ଭାବେ କାଯ୍ୟରତ ଥିଲୋ ବେହେରା ଙ୍କ ନିଜ ଘର ନରେନ୍ଦ୍ର ପୁର ହେଈଥିବାବେଳେ ସେ ବେଗୁନିଆପଡା ରେ ଘରଭଡା ନେଇ ରହୁଥିଲୋ କୋଦଳା ପୋଲିସ୍ ଉପସ୍ଥିତରେ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିବା ବେଳେ ପିଜିଟିଭି ବାହାରିଥିବା ସୂଚନା ମିଳିଛି