ମହାନ୍ ସଂଘ ପକ୍ଷ ରୁ 3ୟ ଦିନ କୋରୋନା ସଚେତନତା କାର୍ଯୟକ୍ରମ

mahan_3rd

Odishabarta

ବ୍ରହମପୁର 15/4/21:ସମ୍ପ୍ରତି କରୋନା ଦ୍ଵିତୀୟ ଲହର ଉଗ୍ରରୂପ କୁ ମୁକାବିଲା କରିବା ନିମନ୍ତେ ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷରୁ ଦଶଦିନିଆ ସଚତେନତା କାର୍ଯୟକ୍ରମ ଆଜି 3 ଦିନ ରେ ବ୍ରହ୍ମପୂର୍ ଟାଟା ବେଞ୍ଜ୍ ଛକ ଠାରେ ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ସଦସ୍ୟସଦସ୍ୟା ମାନେ ସମସ୍ତଙ୍କୁ ସଚେତନତା ରହିବା ସହ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ରଖିବା, ପୋଲିସ ପ୍ରଶାସନ ସରକାର ଙ୍କୁ ଏହି ଦିଗରେ ସହଯୋଗ୍ ନିମନ୍ତେ ଅନୁରୋଧ କରିବସହ, ମାସ୍କ, ସାନିତାଇଯାର ବଣ୍ଟନ କରି ନିଜକୁ ଅନ୍ୟ କୁ ସୁରକ୍ଷା ରଖିବା ଉପରେ ସଚେତନତା କରାଯାଇଥିଲା ବରିଷ୍ଟ ସାମ୍ବାଦିକ ଶ୍ରୀ ଜଗନ୍ ମୋହନ ମହାପାତ୍ର, ପଣ୍ଡିତ ଶ୍ରୀ ନୀଳମାଧବ ତ୍ରିପାଠୀ, ସାମ୍ବାଦିକ ଶ୍ରୀ ସୁଡ଼ିପ ସାହୁ ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ କୁମାର ପାତ୍ର, ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ସାହୁ, ଶ୍ରୀ ସଞ୍ଜୟ ମାଝି, ସହ ସମ୍ପାଦିକା ଶ୍ରୀମତୀ ବନ୍ଦିତା ତ୍ରିପାଠୀ ,ସହ ସମ୍ପାଦକ ଶ୍ରୀ ପ୍ରକାଶ ଭାଯାନୀ, ଶ୍ରୀ ଉମାଶଙ୍କର ପାଣି, ଶ୍ରୀମତୀ ନମିତା ରାଣୀ ରାଉତ, ଶ୍ରୀପ୍ରମୋଦ ମହାରଣା,ଶ୍ରୀ ସୁରେଶ ଚନ୍ଦ୍ର ତ୍ରିପାଠ, ପ୍ରଣବ ପଣ୍ଡା, ସବିତା ସାହୁ, ଙ୍କ ସମେତ ସଂଘ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ