ପ୍ରାଣୀ ଚିକିତ୍ସ୍ୟା ଶିବିର
ଓଡିଶା ବାର୍ତ୍ତା
ବ୍ରହ୍ମପୁର– ୨୦ \ ଜୁଲାଇ \୨୦୨୩ ରିଖ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ହୁର୍ୁଳାପଟା ପଞ୍ଚାୟତ ର ଚଢେଇମରା ଗ୍ରାମ ଢର ରିଲାଏନ୍ସ ଫାଉଢଣ୍ଡସନ ଓ କୁକୁଡାଖଣ୍ଡି ପ୍ରାଣୀ ଚିକିତ୍ସ୍ୟା ବିଭାର୍ ମିଳିତ ସହଢଯାର୍ ଢର ଏକ ପ୍ରାଣୀ ଚିକିତ୍ସ୍ୟା ଶିବିର ଅନୁଷ୍ଟିତ ଢହାଇଯାଇଅଛି |
ଡାକ୍ତର ପୀତବାଶ ନାୟକ, ବ୍ଲକ ପ୍ରାଣୀ ଚିକିତ୍ସ୍ୟା ଅଧିକାରୀ ଓ ଡାକ୍ତର ଚଚିକା ପଣ୍ଡା, ସହକାରୀ ପ୍ରାଣୀ ଚିକିତ୍ସ୍ୟା ଅଧିକାରୀ (ଏମ.ଭି.ୟୁ. ଭୟାନ) ତରଫରୁ ଢଯାର୍ ଢେଇ ର୍ୃହପାଳିତ ପ୍ରାଣୀ ଯଥା ର୍ାଈ ମାନଙ୍କ ର ଚିକିତ୍ସ୍ୟା କରିଥିଢଲ | ଚଳିତ ବର୍ଗା େିଢନ କିପରି ର୍ାଈ ମାନଙ୍କର ଖାେୟ ଢପୟ ଓ ଢରାର୍ ପରିଚାଳନା ଉପଢର ର୍ୁରୁତ୍ଵ ଢେଇଢହବ ଚାର୍ୀ ମାନଙ୍କୁ ସଢଚତନ କରାଯାଇଥିଲା |
ଏହି ଶିବିର ଢର ଭିଢେଶ୍ଵର ରଥ, ବିଶ୍ଵ ଭୂର୍ଣ ସାହୁ ଓ ବି. ଢେଢବନ୍ଦ୍ର ରାଓ ପ୍ରମୁଖ ପ୍ରାଣୀ ସହାୟକ ପ୍ରମୁଖ ଢଯାର୍ ଢେଇ ର୍ାଈ ମାନଙ୍କର ଚଳିତ ବର୍ଗା େିନ ନିମଢନ୍ତ ଫାଟୁଆ ଢରାର୍ ଟୀକାକରଣ, ର୍ଭଗ ପରୀକ୍ଷା, ର୍ାଈ ଢର୍ାବର ପରୀକ୍ଷା (କୃମି ପରିଚାଳନା) ଓ ଡାଇରିଆ ପ୍ରମୁଖ ଉପଢର ଚିକିତ୍ସ୍ୟା କରାଯାଇଥିଲା |
ଏଥି ସହ ପ୍ରାଣୀ ଚିକିତ୍ସ୍ୟା ଶିବିର ର ଢର ମାର୍ଣା ଚିକିତ୍ସ୍ୟା ସହ ଔର୍ଧ ମଧ୍ୟ ବିତରଣ କରଯାଇଥିଲା |
ରିଲାଏନ୍ସ ଫାଉଢଣ୍ଡସନ ତରଫରୁ ପ୍ରଶାନ୍ତ ପଣ୍ଡା, ଜିଲ୍ଲା ସଂଢଯାଜକ ଓ ମାନସ କୁମାର ଢବଢହରା, କାଯଗୟକ୍ରମ ସଂଢଯାଜକ ରିଲାଏନ୍ସ ଫାଉଢଣ୍ଡସନ ର ଢେୟମୁକ୍ତ ଢଟାଲଫ୍ରୀ ନମ୍ବର ୧୮୦୦ ୪୧୯ ୮୮୦୦ ମାଧ୍ୟମ ଢର ଚାର୍ୀ ଭାଇ ମାଢନ ମାର୍ଣା ଢର କୃର୍ି ଓ ଆନୁର୍ଙ୍ଗିକ କୃର୍ି ଓ ପାଣିପାର୍ ସମ୍ବଧୀୟ ପରାମଶଗ ପାଇପାରିଢବ |
ଏହି ଶିବିର ଢର ୧୫୦ ରୁ ଅଧିକ ର୍ାଈ ମାନଙ୍କୁ ଚିକିତ୍ସ୍ୟା କରଯାଇଥିଲା |