ମହାନ୍ ସଂଘ ପକ୍ଷରୁ ଏଗ।ର ଦିନିଆ କୋରୋନା ସଚେତନତା କାର୍ଯୟକ୍ରମ ଉଦଯାପିତ

11_mahan

Odishabarta

ବ୍ରହମପୁର : ଭାରତ ରେ କରୋନା19 ଦ୍ଵିତୀୟ ଲହର   କୁ ମୁକାବିଲା କରିବା ସହ ଏହାର ପ୍ରତିକାର ନିମନ୍ତେ ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ମହାନ୍ ସଂଘ  ପକ୍ଷରୁ ପ୍ରଥମ ପର୍ଯାୟା ଏଗାରଦିନିଆ ସଚତେନତା କାର୍ଯୟକ୍ରମ ଆଜି ବ୍ରହ୍ମପୂର୍  ମା ବୁଢୀ କୁରାଣୀ ମନ୍ଦିର ନିକଟ ଉତ୍କଳ ପେଣ୍ଡାଲ ଛକ ଠାରେ  ଉଦଯାପିତ ହୋଇଯାଇଛି ମହାନ୍ ସଂଘ  ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଗାର ଦିନବ୍ୟାପୀ ସଂଘ ସଦସ୍ୟସଦସ୍ୟା ମାନେ ବ୍ରହମ୍ ପୂର୍ ସହର ବିଜିପୁର, ଷ୍ଟେସନରୋଡ, ଟାଟାବେଞ୍ଜା ଛକ, ଖଲିକୋଟ ରୋଡ, ସନୋଷି ମା ମନ୍ଦିର ରୋଡ, ମେଡ଼ିକାଲ ଛକ ପୁରୁଣା ବସ ଷ୍ଟାଣ୍ଡ ସହ ଶାସନ ଆମ୍ଭଗାଁ ଠାରେ ସମସ୍ତଙ୍କୁ ଡ଼ାକବାଜି ଯନ୍ତ୍ର, ସାନିଟଇଜାର, ଆକର୍ଷଣୟ ବାଘ୍ ମାଧ୍ୟମରେ ଯୋଡ ହସ୍ତରେ ସଚେତନତା କରିବା ସହ ୪୦ ହଜାରରୁ ଉର୍ଦ୍ଧ ମୂଲ୍ୟ ବିଭିନ୍ନ କିସମ ମାସ୍କ୍  ମାଗଣାରେ ବଣ୍ଟନ କରାଯିବାସହ , ସାମାଜିକ ଦୂରତା ରଖିବା, ପୋଲିସ ପ୍ରଶାସନ ସରକାର ଙ୍କୁ ଏହି ଦିଗରେ ସହଯୋଗ୍  କରିବା ସହ ନିଜେ ସୁରକ୍ଷିତ ରହିବା ସହ ପରିବାର ସମସ୍ତଙ୍କୁ ସୁରକ୍ଷା ରଖିବା ନିମନ୍ତେ ଅନୁରୋଧ କରିବା ସହ ଅନ୍ୟ କୁ ସୁରକ୍ଷା ରଖିବା ଉପରେ ସର୍ବସାଧାରଣ ଙ୍କୁ ସଚେତନତା କରାଯାଇଥିଲା

 ଶ୍ରୀ ଦଣ୍ଡପାଣି ନାୟକ ଶ୍ରୀ ସଞ୍ଜୟ ମାଝି ,ସହ ସମ୍ପାଦକ ଶ୍ରୀ ପ୍ରକାଶ ଭାଯାନୀ, ଶ୍ରୀପ୍ରମୋଦ ମହାରଣା, ଟି କମ୍ଳି , ଶ୍ରୀ ସୁରେଶ ତ୍ରୀପାଠୀ, ଶ୍ରୀ ମହେନ୍ଦ୍ର ପାତ୍ର, ଶ୍ରୀମତି ନମିତା ରାଣୀ ରାଉତ, ଶ୍ରୀମତି ବନ୍ଦିତା ତ୍ରିପାଠୀ, ଶ୍ରୀମତି ଦେବୀ ପ୍ରଭା ରଥ, ଜିତେନ୍ଦ୍ର ସାହୁ, ପ୍ରସାନ୍ତ ପାତ୍ର , ହରିପ୍ରସାଦ ମଲଣା , ଶ୍ରୀ ପ୍ରଦୀପ ପଣ୍ଡା, ଶ୍ରୀ ଉମାଶଙ୍କର ପାଣି, ଶ୍ରୀକାନ୍ତ ସାବତ, ମନୋଜ ସାହୁ, ବିଭୂତି ସାବତ, କାହୁଁ ଅଚାରି, କେ ରାଜା ସେନାପତି, ସବିତାସାହୁ,ନିଖିଳ ପାତ୍ର , ଶ୍ରୀମତି ଅନ୍ନପୂର୍ଣ୍ଣା ବେହେରା , ଶ୍ରୀମତି ଲୋପା ସାମଲ,ଶ୍ରୀ ସୁଦିପ ସାହୁ,ଶ୍ରୀ ମନୋଜ ସାବତ ଙ୍କ ସମେତ ସଂଘ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ ଭବିଷ୍ୟତ ରେ ସଂଘ ତରଫରୁ ବହୁ କାର୍ଯ୍ୟକ୍ରମ ହାତକୁ ନେବାସହ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଅର୍ଥ, ସମୟ ସହଯୋଗ ଦେଇଥିବାରୁ ସାଧୁବାଦ୍ ଜଣାଇଥିଲେ