କୋଷଗୁମୁଡ଼ା ସଦର ମହକୁମାର ପରିଛନ୍ନତା କେବେ,ସାଧାରଣ ରେ ପ୍ରଶ୍ନ ବାଚି ଉଙ୍କି ମାରୁଛି

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ସନ୍ତୋଷ କୁମାର,ଓଡ଼ିଶା ବାର୍ତ୍ତା

କୋଷଗୁମୁଡ଼ା,୧୬//୨୧:କରନା ମହାମାରୀ ସମୟରେ ପରିବେଶ ପରିଷ୍କାର ପରିଛନ୍ନତା କୁ ପ୍ରଥମେ ଗୁରୁତ୍ୱ ଦିଆଯାଇଛି ଅନେକ ସ୍ଥାନରେ ସମୂର୍ଣ୍ଣ ଗାଁ, ସହର, ସଦରମୋହକୁମା କୁ ସାନିଟାଇଜ ସହ ଆବର୍ଜନା କୁ ନିଷ୍କାସିତ କରି ବାର ଦେଖା ଦେଇଛି ଏହାର ବ୍ୟତିକ୍ରମ କୋଷଗୁମୁଡ଼ା ସଦରମୋହକୁମା ରେ ଦେଖା ଦେଇଛି

କିନ୍ତୁ ବିଡମ୍ବନା ବିଷୟ କୋଷଗୁମୁଡ଼ା ମୁଖ୍ୟ ବଜାର ରାସ୍ତା, ସନ୍ତୋଷ ପୁର ରାସ୍ତା, ଲେମ୍ପସ, ପୁରୁଣା ବ୍ୟାଙ୍କ ରାସ୍ତା,କୁମ୍ଭାରସାହି ରାସ୍ତା ରେ ବର୍ଷା ପାଣିରେ ନାଳ ପୋତିହୋଇଥିବା ଯୋଗୁଁ ରାସ୍ତା ଉପରେ କୁଢ଼ କୁଡ ଆବର୍ଜନା ପୋଡିରହିଛି ,କୋଉଠି ମାସେ ମାସେ ଧରି  ଆବର୍ଜନା ପୋଡି ପଚି ସଡ଼ି ଅତ୍ୟଧିକ ଦୁର୍ଘନ୍ଦ ବାହାରୁଛି ଏହି ଭଳି  ସଦରମୋହକୁମା ରାସ୍ତା ଘାଟ ଉପରେ କୁଡ କୁଡ ଆବର୍ଜନା କୁ ଦେଖିଲେ ଜଣା ପଡୁଛି ଯେ, ସ୍ତାନୀୟ ଅଞ୍ଚଳ କୁ ପରିଷ୍କାର ରଖିବାକୁ ସ୍ଥାନୀୟ ପ୍ରସାସନ କେତେ ତପ୍ତର ସ୍ତାନୀୟ ଭଦ୍ରବ୍ୟକ୍ତି ବୁଦ୍ଧିଜୀବୀ ମହଲରେ ଏହା ଏକ ଚର୍ଚ୍ଚାର ବିଷୟ ହୋଇଛି ଏହି ଆବର୍ଜନା କୁ ବର୍ଷା ଆରମ୍ଭ ରୁ ସଫା କରି ସାରିଥିଲେ  ରାସ୍ତାଉପରେ ଆବର୍ଜନା ସଦରମୋହକୁମା ରେ ବସବାସ କରୁଥିବା ଲୋକଙ୍କ ଘରେ ରାସ୍ତା ଉପରେ ଥିବା ପଙ୍କୁଆ ପଚାଷୋଡ଼। ପାଣି ଘରେ ଘରେ ପଶି ଥାନ୍ତା ବର୍ତ୍ତମାନ ସ୍ତାନୀୟ ଜନ ସାଧାରଣ ଙ୍କ ନିବେଦନ କି ସ୍ତାନୀୟ ବିଭାଗୀୟ ପ୍ରସାସନ ବର୍ଷା ପୂର୍ବରୁ ଗ୍ରାମ ସଦର ମହକୁମାର ସ୍ୱଚ୍ଛତା ପରିଛନ୍ନତା କୁ ଦୃଷ୍ଟି ଦେବା କୁ ଦାବୀ କରିଛନ୍ତି