କବିସୂର୍ଯ୍ୟନଗର ବିଧାୟିକାଙ୍କ ସମୀକ୍ଷା ବୈଠକ।

ଜୟକୃଷ୍ଣ ମାଝୀ , ଓଡିଶାବାର୍ତ୍ତା

ପୁରୁଷୋତ୍ତମପୁର:ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଏନଏସି ପୁରୁଷୋତ୍ତମପୁର ବ୍ଲକ ପରିସରରେ କରୋନା ଟୀକାକରଣର ଅଗ୍ରଗତି ସମ୍ପର୍କରେ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରି ଆଲୋଚନା କଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ  | ଟୀକାକରଣକୁ ତ୍ୱରାନ୍ୱିତ କରିବା ସହ ଟୀକା ନେବା ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ବୈଠକରେ ଆଲୋଚନା କଲେ ବିଧାୟିକା |