ଓଡ଼ିଆ

୧୩ତମମହାନଗର ମହୋତ୍ସବ ମହାମଞ୍ଚ

ବ୍ୟୁରୋ ଓଡିଶା ବାର୍ତ୍ତା ବ୍ରହ୍ମପୁର : (ତା ୦୯/୦୧/୨୦୨୬ରିଖ ଠାରୁ ଦୀର୍ଘ ୧୦ ଦିନ ତା ୧୮/୦୧/୨୦୨୬ ରିଖ ପର୍ଯ୍ୟନ୍ତ )୧୩ ତମ ମହାନଗର ମହୋତ୍ସବର ସାହିତ୍ୟ...

ତାଳଚେର ୱାର୍କିଂ ଜର୍ଣାଲିଷ୍ଟସ ଆସୋସିଏସନ୍ ପକ୍ଷରୁ ଫୋର୍ଥ ପିଲାର ଆୱାଡ ସେରିମନି ଅନୁଷ୍ଠିତ

Bureau,Odishabarta ତାଳଚେର ,17/11/25:ଜାତୀୟ ପ୍ରେସ ଦିବସ ଅବସରରେ ତାଳଚେର ୱାର୍କି ଜର୍ଣାଲିଷ୍ଟସ ଆସୋସିଏସନ୍ ପକ୍ଷରୁ ଫୋର୍ଥ ପିଲାର ଆୱାଡ ସେରିମନି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ...

ଗଣମାଧ୍ୟମ ସର୍ବଦା ସତ୍ୟର ବାର୍ତ୍ତାବହ ସାଜୁ

Bureau,Odishabarta କଳାହାଣ୍ଡି:୧୬।୧୧ : ସତ୍ୟ ଉପରେ ମିଥ୍ୟା ଭାରି ପଡିପାରେ କିନ୍ତୁ  ସଦାବେଳ ପାଇଁ ଏହା ସମ୍ଭବ ହୋଇ ନଥାଏ । ତେଣୁ ଗଣମାଧ୍ୟମ ସର୍ବଦା ସତ୍ୟର...

ପୀତବାସ ପଣ୍ଡା ହତ୍ୟା ଘଟଣା ; ବିକ୍ରମଙ୍କୁରିଲିଜ୍କରିବାକୁ ପିଟିସନ

ଓଡିଶା ବାର୍ତା  ବ୍ରହ୍ମପୁର,(07/11/2025:ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ରିଲିଜ୍ କରିବାକୁ କୋର୍ଟରେ ପିଟିସନ କରିଛନ୍ତି ତାଙ୍କ ଓକିଲ କେକେ...

ପଦ୍ମଶ୍ରୀଭଗବାନସାହୁଙ୍କ୧୧୨ତମଜୟନ୍ତୀଉତ୍ସବପାଳନ, ଗଣମାଧ୍ୟମବ୍ୟକ୍ତିତ୍ୱଏବଂକଳାକାରଗୁରୁସମ୍ବର୍ଦ୍ଧିତ

 News Odishabarta ବ୍ରହ୍ମପୁର- ପଦ୍ମଶ୍ରୀ ଭଗବାନ ସାହୁଙ୍କ ୧୧୨ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ନରେନ୍ଦ୍ରପୁର ଲୋକନୃତ୍ୟର  ମିଳିତ...

ସିଆଇଏସଏଫ୍ କଣିହାଁ ଦ୍ଵାରା ଅଗ୍ନିଶମ ସପ୍ତାହ ପାଳନ

CISF ୟୁନିଟ୍ NTPC କଣିହାଁଦ୍ଵାରା ୧୪.୪.୨୦୨୫ ରୁ ୨୦.୪.୨୦୨୫ ପର୍ଯ୍ୟନ୍ତ ଅଗ୍ନି ଶମ ସେବା ସପ୍ତାହ ପାଳନ ଆଜି ୧୪.୪.୨୦୨୫ ରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ...

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ଗସ୍ତ

ଭୁବନେଶ୍ୱର : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ...

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବୀନ ଜିନ୍ଦଲ

କୁରୁକ୍ଷେତ୍ର ଲୋକସଭା ନିର୍ବାଚନ ମଣ୍ଡଳୀରୁ ତୃତୀୟ ଥର ସାଂସଦ ତଥା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର୍ (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଆଜି ଲୋକସେବା ଭବନରେ...

ଗାଈକି ପଘା ନାହିଁ, ପ୍ରଶାସନକୁ ନିଘା ନାହିଁ: ସବୁ ନିରବ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଗୃହପାଳିତ ପଶୁଙ୍କ ରାସ୍ତାରେ ବିଚରଣ କରିବା ଏକ ପ୍ରଥା ହୋଇଯାଇଛି। ନିରାପଦ ଆଶ୍ରୟ ସ୍ଥଳୀ ପାଲଟିଛି ରାଜରାସ୍ତା ଓ ଗଳିକନ୍ଦି। ବର୍ତ୍ତମାନ...

ବିଜେଡ଼ି ସରକାରଙ୍କ ଧଳା ହସ୍ତୀ, ସରକାରୀ ରାସ୍ତା ଉପରେ ଆଳିଶାନ ହୋଟେଲ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ବିଗତ ବିଜେଡ଼ି ସରକାରଙ୍କ ଅମଳରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇ ଆସୁଛି । ବାଲି ପଥର ଖଣି ଖାଦାନ ହରିଲୁଟ...