ଓଡ଼ିଆ

ସାଂସଦ ବସନ୍ତ ପଣ୍ଡା ଙ୍କ ଜରିଆରେ କଲାହାଣ୍ଡି ପ୍ରେରକ ସଙ୍ଘ ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଙ୍କୁ ସାକ୍ଷାତ ଓ ଦାବୀପତ୍ର ପ୍ରଦାନ

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା  କଳାହାଣ୍ଡି- କଳାହାଣ୍ଡି ଜିଲ୍ଲା ସାକ୍ଷରତା ମିଶନ ପକ୍ଷରୁ ସାଂସଦ ବସନ୍ତ ପଣ୍ଡା ଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସାକ୍ଷାତ...

ଜିଲ୍ଲା ସ୍ତରୀୟ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା କଳାହାଣ୍ଡି, ୧୧.୦୨.୨୦୨୩ ଭାରତ ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ...

କଳାହାଣ୍ଡି ର ଧାନ ମଣ୍ଡିରେ ପଡିଛି ଧାନ, ଶୀତ କାକରରେ ଜଗୁଛି ଚାଷୀ, ଶୋଷଣ ଚକ୍ରାନ୍ତରେ ମିଲର୍ସ 

ଦୁଷ୍ମନ୍ତ ପଣ୍ଡା, ଓଡିଶା ବାର୍ତା କଳାହାଣ୍ଡି, ତା ୨୭.୦୧.୨୦୨୩  ସମଗ୍ର ଜିଲ୍ଲା ରେ ଖରିଫ ଧାନ ସଂଗ୍ରହ ଚାଲିଥିବା ବେଳେ ବର୍ତ୍ତମାନ ବିଭିନ୍ନ ମଣ୍ଡି ମାନଙ୍କରେ କୁହ...

ଧଳା ଜରି ରୁ ରଙ୍ଗୀନ ! ହିରୋ ସାଇକେଲ ରୁ ଟାଟା ଗାଡି, ବାଇଗଣ ପତ୍ର ରୁ ଭାଙ୍ଗ !!! ତଦନ୍ତ ଦାବୀ

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା କଳାହାଣ୍ଡି ତା ୨୫.୦୧.୨୦୨୩  (ଓଡିଶାବାର୍ତ୍ତା)ବର୍ତ୍ତମାନ ପରିସ୍ଥିତିରେ ଭାଙ୍ଗ ବା ଗୁଟଖା ର ବହୁଳ ବ୍ୟବହାର ହେଉଥିବା ବେଳେ ସମ୍ପ୍ରତି ସରକାରଙ୍କ ସବୁ...

ରାଉରକେଲାରେ ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ, ଚାମ୍ପିୟନ ଓ ରନର୍ସଅପ୍‌ ଟିମକୁ ଆକର୍ଷଣୀୟ ପୁରସ୍କାର

ଓଡିଶା ବାର୍ତ୍ତା ହକି ମ୍ୟାଚରେ ପୁରୁଷ ଓ ମହିଳା ବର୍ଗରେ କୁତ୍ରା ଟିମ୍‌ ଚାମ୍ପିୟନ ଫୁଟବଲ ମ୍ୟାଚରେ ପୁରୁଷ ବର୍ଗରେ ସବଡେଗା ଏବଂ ମହିଳା ବର୍ଗରେ ଲାଠିକଟା...

କଳାହାଣ୍ଡି ସମଗ୍ର ବିଶ୍ବକୁ ଦିଗଦର୍ଶନ ଦେବାର ସମୟ ଆସିଛି

ଦୁଷ୍ମନ୍ତ ପଣ୍ଡା ଓଡ଼ିଶାବାର୍ତା କଳାହାଣ୍ଡି ଉତ୍ସବ ଉପଲକ୍ଷେ 'କଳାହାଣ୍ଡି ସେଦିନର ଓ ଆଜିର' ଶୀର୍ଷକ ସଂପାନ ଅନୁଷ୍ଠିତ କଳାହାଣ୍ଡି,୧୭/୦୧- ମନସ୍ତାତ୍ତ୍ବିକ ବିଚାରଧାରାର ପରିବର୍ତ୍ତନ କଳାହାଣ୍ଡି ଜିଲ୍ଲାକୁ ସମଗ୍ର...

ଅଗ୍ନିପଥ ଯୋଜନା – ଯୁବ ପିଢିଙ୍କ ପାଇଁ ନୂତନ ମାର୍ଗ ।

ଓଡିଶା ବାର୍ତ୍ତା ଛତ୍ରପୁର ତା ୧୪.୦୧.୨୦୨୩:ନୂତନ ବର୍ଷ ଭାରତୀୟ ସେନା ପାଇଁ ଏକ ନୂତନ ଯୁଗ ଆରମ୍ଭ କରିଛି ।ଯେଉଁଥିରେ ‘ଅଗ୍ନିପଥ ଯୋଜନା ଏହାର କାର୍ଯ୍ୟକାରିତା ପର୍ଯ୍ୟାୟରେ...

କଳାହାଣ୍ଡି ଲୋକମହୋତ୍ସବ ଘୁମୁରା ର ମୂଲ୍ୟ ବୋଧ ହଜିଯାଉଥିବାର ସାମାଜିକ ଗଣମାଧ୍ୟମ ରେ ଚର୍ଚା

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା କଳାହାଣ୍ଡି ତା ୦୮.୦୧.୨୦୨୩  କଳାହାଣ୍ଡି ଲୋକ ମହୋତ୍ସବ ମାଧ୍ୟମରେ କଳାହାଣ୍ଡି ର କୋଣ ଅନୁକୋଣ ରେ ଥିବା ପ୍ରତିଭାଧର ମାନଙ୍କୁ ଲୋକ...

ଜେକେ ପେପର୍ ଲିମିଟେଡ୍ ର ୟୁନିଟ୍ ସ୍ତରୀୟ  କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ

ଓଡିଶା ବାର୍ତ୍ତା ଜେକେପୁର ; ତା: ୦୭ ୦୧ ୨୦୨୩ ଗତ ୦୪ ୦୧ ୨୦୨୩ ରୁ ଆରମ୍ଭ ହୋଇଥିବା ଜେକେ ପେପର୍ ଲିମିଟେଡ୍ ର ୟୁନିଟ୍...

ମାଳିପର୍ବତରଖଣିଲିଜ୍ସରକାରବାତିଲକରୁ –ମାଳିପର୍ବତସୁରକ୍ଷାସମିତି, କୋରାପୁଟରଦାବି।।

ଓଡିଶା ବାର୍ତ୍ତା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବଙ୍କୁ ଆପତ୍ତି ପତ୍ର ପ୍ରଦାନ କଲା ସମିତି ।। ଭୁବନେଶ୍ୱର, ତା ୩/୧/୨୦୨୩: ଆମେ ମାଳିପର୍ବତ ଚାରିପଟେ ବସବାସ...