ଓଡ଼ିଆ

ପିସିସି ସଭାପତି ଙ୍କୁ ବ୍ରହ୍ମପୁର ରେ ସମ୍ବର୍ଦ୍ଧନା ।

ଓଡିଶା ବାର୍ତ୍ତା ବ୍ରହ୍ମପୁର: ଆଜି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ କୋରାପୁଟ ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବ୍ରହ୍ମପୁର ସହର ମଧ୍ୟ ଦେଇ ଯିବା...

ଭୁବନେଶ୍ୱରଠାରେଚାଲିଥିବା୧୬ତମରାଜ୍ୟଟେବୁଲଟେନିସରାଙ୍କିଙ୍ଗ୍ଚାମ୍ପିୟନସିପ୍ଉଦଯାପିତ

ବ୍ୟୁରୋ ଓଡିଶା ବାର୍ତ୍ତା ଭୁବନେଶ୍ୱର, ୨ ଅକ୍ଟୋବର ୨୦୨୩: କିଟ୍ ବିଶ୍ୱବିଦ୍ୟାଳୟ ପରିସରସ୍ଥ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍...

ଜେକେ କାଗଜ କଳ ର କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ଶ୍ରୀ ବିନୟ ଦ୍ଵିବେଦୀ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ଦ୍ଵାରା ବେଷ୍ଟ ସି  ଇ  ଓ  ଭାବେ ପୁରସ୍କୃତ ।

ବ୍ୟୁରୋ ଓଡିଶା ବାର୍ତ୍ତା "ଦି ଇଣ୍ଟରଭ୍ୟୁ ଟାଇମ୍ସ" ର ୧୨ ତମ ସ୍ବନକ୍ଷତ୍ର ଦିବସ ଗତ ତା ୦୨.୧୦୨୦୨୩ ଭୁବନେଶ୍ବର ସ୍ଥିତ ହୋଟେଲ୍ ସ୍ଵସ୍ତି ପ୍ରିମିୟମ୍ ଠାରେ...

ଲଷ୍ମୀପୁର ଖେରୀ ଶହୀଦଙ୍କ ପାଇଁ ଦେଶ ଵ୍ୟାପୀ ଶ୍ରମିକ କୃଷକ ସଙ୍ଗଠନ ପକ୍ଷରୁ କଳା ଦିବସ ପାଳନ

ବ୍ୟୁରୋ ଓଡିଶା ବାର୍ତ୍ତା ବ୍ରହ୍ମପୁର :3 ବର୍ଷ ପୂର୍ବେ ଆଜିର ଦିନରେ 3 କଳା କୃଷି ଆଇନ ବାତିଲ ଦାବୀରେ ଦେଶ ଵ୍ୟାପୀ ଚାଷୀ ଆନ୍ଦୋଳନ ଚାଲିଥିଲା।ଉତ୍ତର...

ପ୍ରଧାମନ୍ତ୍ରୀ ଫସଲ ଵୀମା ଟଙ୍କା ହେରଫେର ଘଟଣାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗିରଫ

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା କଳାହାଣ୍ଡି ତା.୨୩/୦୯/୨୦୨୩ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କୁ ଏକ ଠକେଇ ମାମଲା ରେ କେଗାଁ ପୋଲିସ...

ରାଜ୍ୟ ଅଙ୍ଗନୱାଡ଼ି ସଂଘ ଧାରଣାରେ କଳାହାଣ୍ଡି ର ଶତାଧିକ ଯୋଗଦାନ

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା କଳାହାଣ୍ଡି, ତା.୨୩/୦୯/୨୦୨୩ ଆଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍ ତରଫରୁ ରାଜଧାନୀ ଭୁବନେଶ୍ୱର ଲୋୟର ପି ଏମ ଜି ଠାରେ...

ଦୁର୍ନୀତିର ଗନ୍ତାଘର ପାଲିଟିଛି ଜୁନାଗଡ,ଆରଏମସି, ଚୁଟକା ପ୍ରଭାବରେ ହାତୀ ପାଲଟୁଛି ମୂଷା

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା କଳାହାଣ୍ଡି ,ତା. ୧୯.୦୯.୨୦୨୩ : କଳାହାଣ୍ଡି ଜିଲ୍ଲା ର ବ୍ୟବସାୟିକ କେନ୍ଦ୍ର ସ୍ଥଳ ଜୁନାଗଡ ଠାରେ ସ୍ଥାନୀୟ କୃଷିଜାତ ସାମଗ୍ରୀ ଗୁଡିକର ଉଚିତ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ ଏବଂ ବିଶ୍ୱକର୍ମା ଜୟନ୍ତୀ ଅବସରରେ ,ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ପକ୍ଷରୁ ଏକ ସମାବେଶ

ଓଡିଶା ବାର୍ତ୍ତା ବ୍ରହ୍ମପୁର, ୧୭/୯ : ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ ଏବଂ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଗଞ୍ଜାମ ଜିଲ୍ଲା ଭାରତ୍ତୋଳନ ପ୍ରତିଯୋଗିତା

ଓଡିଶା ବାର୍ତ୍ତା ବ୍ରହ୍ମପୁର :ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ଭାରତ୍ତୋଳନ ସଂଘ ତରଫରୁ...