ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ କର କମଳ ରେ ଡୁଡୁମା କଲୋନୀସ୍ଥିତ ଯାତ୍ରୀବାହୀଯାନ ରହଣି ସ୍ଥଳର ଶୁଭଉଦଘାଟନ
ଓଡିଶା ବାର୍ତ୍ତା ବ୍ରହ୍ମପୁର ତା 11/02/26: ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ସ୍ଥାନୀୟ ଡୁଡୁମା କଲୋନୀସ୍ଥିତ ଯାତ୍ରୀବାହୀ...
ଓଡିଶା ବାର୍ତ୍ତା ବ୍ରହ୍ମପୁର ତା 11/02/26: ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ସ୍ଥାନୀୟ ଡୁଡୁମା କଲୋନୀସ୍ଥିତ ଯାତ୍ରୀବାହୀ...
ଓଡିଶା ବାର୍ତ୍ତା ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ଶୁଭାରମ୍ଭ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦଯାପନ 24ରେ ବେଳାଭୂମି ସଫେଇ ଅଭିଯାନ 25 ରେ ମେଗା ମାରାଥନ 27 ସକାଳେ...
Odishabarta Berhampur,17/01.26):Mahanagar Mahotsav,Berhampur,Odishas’a renewed cultural ,marked as giving priority- vibrant tourism, tribal art and livelihoods entire the southern part of...
ଓଡିଶା ବାର୍ତ୍ତା ବ୍ରହ୍ମପୁର : ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ 13 ତମ ମହାନଗର ମହୋତ୍ସବର ସପ୍ତମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ପୂର୍ବତନ...
ଓଡିଶା ବାର୍ତ୍ତା ନିଷ୍ଟ ଛାତ୍ରଛାତ୍ରୀଙ୍କ ମ୍ୟୁଜିକ ବ୍ୟାଣ୍ଡ ଥିଲା ମୁଖ୍ୟ ଆକର୍ଷଣ. ବ୍ରହ୍ମପୁର : 13 ତମ ମହାନଗର ମହୋତ୍ସବର ପଞ୍ଚମ ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା...
ଓଡିଶା ବାର୍ତ୍ତା ବ୍ରହ୍ମପୁର: ଶୁକ୍ରବାରସନ୍ଧ୍ୟାରେମହାନଗରସାଂସ୍କୃତିକପରିଷଦଦ୍ୱାରାଆୟୋଜିତ13ତମବ୍ରହ୍ମପୁରମହାନଗରମହୋତ୍ସବ ଅନୁଷ୍ଠାନିକଭାବେଉଦଘାଟିତ. ବ୍ରହ୍ମପୁରବିଧାୟକକେ. ଅନିଲକୁମାରମୁଖ୍ୟଅତିଥିଭାବେଯୋଗଦେଇମହାପ୍ରଭୁଶ୍ରୀଜଗନ୍ନାଥଙ୍କନିକଟରେପ୍ରଦୀପପ୍ରଜ୍ବଳନକରିମହୋତ୍ସଵକୁଉଦଘାଟନକରିଥିଲେ.ଏହିଅବସରରେକମିଟିସଭାପତିଗୋପାଳପଟ୍ଟନାୟକ. ଆବାହକଇଂଉମାଶଙ୍କରପାଣିଗ୍ରାହୀ, ସମ୍ପାଦକନାରାୟଣମହାଙ୍କୁଡ, ଉପସଭାପତିଅନିଲକୁମାରପାତ୍ର, ମିହିରତ୍ରିପାଠୀଏବଂରାମପ୍ରସାଦସାମଲ, ସହସମ୍ପାଦକଶିବନାରାୟଣପଣ୍ଡା, ଗୌରୀଶଙ୍କରମିଶ୍ର, ସାଂସ୍କୃତିକସଂଯୋଜକକାର୍ତ୍ତିକ, ପାଣିଗ୍ରାହୀ,ଆଇନପରାମର୍ଶଦାତାଅରୁଣସ୍ୱାଇଁ,ସାଂସ୍କୃତିକସମ୍ପାଦକସୁଦିପସାହୁ, ମିଡ଼ିଆସଂଯୋଜକମୃତ୍ୟୁଞ୍ଜୟସାହୁ, ଅଭିରାମପାତ୍ର, ସୁଦର୍ଶନପରିଡା, ରୁଦ୍ରନାରାୟଣନାୟକ, ବରିଷ୍ଠସାମ୍ବାଦିକକ୍ଷୀରସିନ୍ଧୁମହାନ୍ତି,...
ଶତାୟୁ ଓଡ଼ିଶା ବିଶ୍ଵ ଦରବାରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବ । ବ୍ୟୁରୋ ଓଡିଶା ବାର୍ତ୍ତା ଭୁବେଶ୍ବର ୩/୧୨:କଳା ସଂସ୍କୃତି,ଲୋକ ନୃତ୍ୟ, ଖଣିଜ ସଂପଦ, ପର୍ଯ୍ୟଟନ...
ଓଡ଼ିଶା,ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ୧୦୮ ଆମ୍ବୁଲାନ୍ସ,ପ୍ରଥମ ପର୍ଯ୍ୟାୟରେ ୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମନୋଜ ଦାସ,...
ଓଡିଶା ବାର୍ତ୍ତା ଭୁବନେଶ୍ୱର,(୨୩ଡିସେମ୍ବର୨୦୨୫):ରାଜ୍ୟପୋଲିସମୁଖ୍ୟାଳୟଠାରେଚତୁର୍ଥତଟବର୍ତ୍ତୀସୁରକ୍ଷାସମୟସମିତିସମ୍ପର୍କିତଏକଉଚ୍ଚସ୍ତରୀୟବୈଠକଅନୁଷ୍ଠିତହୋଇଯାଇଛି।ରାଜ୍ୟଆରକ୍ଷୀମହାନିର୍ଦ୍ଦେଶକଶ୍ରୀଯୋଗେଶବାହାଦୁରଖୁରାନିଆଙ୍କନିର୍ଦେଶକ୍ରମେଆରକ୍ଷୀମହାନିର୍ଦ୍ଦେଶକ( କ୍ରାଇମବ୍ରାଞ୍ଚ) ଶ୍ରୀବିନୟତୋଷମିଶ୍ରଏହିବୈଠକରେଅଧ୍ୟକ୍ଷତାକରିଥିଲେ। ଉକ୍ତ ବୈଠକରେରାଜ୍ୟରେବହୁପ୍ରତିଷ୍ଠିତ ତୈଳଓଗ୍ୟାସକମ୍ପାନିରବରିଷ୍ଠପଦାଧିକାରୀଙ୍କ ସହ ସୁରକ୍ଷାସମ୍ପର୍କିତବିଭିନ୍ନପ୍ରସଙ୍ଗରେବିସ୍ତୃତଭାବେଆଲୋଚନାହୋଇଥିଲା।ଓଡ଼ିଶାପୋଲିସଏବଂତୈଳକମ୍ପାନୀଗୁଡ଼ିକମଧ୍ୟରେଉପଯୁକ୍ତସହଯୋଗଓ ସମନ୍ୱୟସମ୍ପର୍କରେବୈଠକରେ ମତପ୍ରକାଶପାଇଥିଲା। ଓଡ଼ିଶାର ପାରାଦୀପ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲିୟମ ସଂରକ୍ଷଣ...
ଓଡିଶା ବାର୍ତ୍ତା ବ୍ରହ୍ମପୁର; ୨୨/୧୨ : ମହାନଗର ନିଗମ ୱାର୍ଡ ନମ୍ବର-୨୩ ଅନ୍ତର୍ଗତ ବଡ଼ଖେମୁଣ୍ଡି ସାହି ପାଠାଗାର ଦୀର୍ଘକାଳ ଧରି ଏକ ପରିଚିତ ଓ ପୁରାତନ ପାଠାଗାର...