ENTERTAINMENT

ମହାନଗର ମହୋତ୍ସବର ସପ୍ତମ ସନ୍ଧ୍ୟା;ବ୍ୟବସାୟ ସହିତସାଂସ୍କୃତିକ କାର୍ଯ୍ୟକ୍ରମର ମଜାନେଲେ ଦର୍ଶକ

ଓଡିଶା ବାର୍ତ୍ତା ବ୍ରହ୍ମପୁର : ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ 13 ତମ ମହାନଗର ମହୋତ୍ସବର ସପ୍ତମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ପୂର୍ବତନ...

ଜନଗହଳି ମଧ୍ୟରେ ଷଷ୍ଠ ଦିନରେ ପହଁଚିଲା 13 ତମ,ମହାନଗର ମହୋତ୍ସବ.

ଓଡିଶା ବାର୍ତ୍ତା ନିଷ୍ଟ ଛାତ୍ରଛାତ୍ରୀଙ୍କ ମ୍ୟୁଜିକ ବ୍ୟାଣ୍ଡ ଥିଲା ମୁଖ୍ୟ ଆକର୍ଷଣ. ବ୍ରହ୍ମପୁର : 13 ତମ ମହାନଗର ମହୋତ୍ସବର ପଞ୍ଚମ ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା...

ମହାନଗର ମହୋତ୍ସବର ପଞ୍ଚମ ସନ୍ଧ୍ୟା:ଏମକେସିଜି. ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ରିଦମ-ଏକ୍ସବ୍ୟାଣ୍ଡ ଧୁନରେ ଝୁମିଲେ ଦର୍ଶକ.

ଓଡିଶା ବାର୍ତ୍ତା ବ୍ରହ୍ମପୁର : 13 ତମ ମହାନଗର ମହୋତ୍ସବର ପଞ୍ଚମ ସନ୍ଧ୍ୟା କୁ ରଙ୍ଗୀନ କରିଥିଲେ ବ୍ରହ୍ମପୁର ଏମକେସିଜି ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀ ଙ୍କ ରିଦମ-ଏକ୍ସ...

13 ତମମହାନଗର ମହୋତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନକଲେ ବିଧାୟକକେ. ଅନିଲକୁମାର.

ଓଡିଶା ବାର୍ତ୍ତା ବ୍ରହ୍ମପୁର: ଶୁକ୍ରବାରସନ୍ଧ୍ୟାରେମହାନଗରସାଂସ୍କୃତିକପରିଷଦଦ୍ୱାରାଆୟୋଜିତ13ତମବ୍ରହ୍ମପୁରମହାନଗରମହୋତ୍ସବ  ଅନୁଷ୍ଠାନିକଭାବେଉଦଘାଟିତ. ବ୍ରହ୍ମପୁରବିଧାୟକକେ. ଅନିଲକୁମାରମୁଖ୍ୟଅତିଥିଭାବେଯୋଗଦେଇମହାପ୍ରଭୁଶ୍ରୀଜଗନ୍ନାଥଙ୍କନିକଟରେପ୍ରଦୀପପ୍ରଜ୍ବଳନକରିମହୋତ୍ସଵକୁଉଦଘାଟନକରିଥିଲେ.ଏହିଅବସରରେକମିଟିସଭାପତିଗୋପାଳପଟ୍ଟନାୟକ. ଆବାହକଇଂଉମାଶଙ୍କରପାଣିଗ୍ରାହୀ, ସମ୍ପାଦକନାରାୟଣମହାଙ୍କୁଡ, ଉପସଭାପତିଅନିଲକୁମାରପାତ୍ର, ମିହିରତ୍ରିପାଠୀଏବଂରାମପ୍ରସାଦସାମଲ, ସହସମ୍ପାଦକଶିବନାରାୟଣପଣ୍ଡା, ଗୌରୀଶଙ୍କରମିଶ୍ର, ସାଂସ୍କୃତିକସଂଯୋଜକକାର୍ତ୍ତିକ, ପାଣିଗ୍ରାହୀ,ଆଇନପରାମର୍ଶଦାତାଅରୁଣସ୍ୱାଇଁ,ସାଂସ୍କୃତିକସମ୍ପାଦକସୁଦିପସାହୁ, ମିଡ଼ିଆସଂଯୋଜକମୃତ୍ୟୁଞ୍ଜୟସାହୁ, ଅଭିରାମପାତ୍ର, ସୁଦର୍ଶନପରିଡା, ରୁଦ୍ରନାରାୟଣନାୟକ, ବରିଷ୍ଠସାମ୍ବାଦିକକ୍ଷୀରସିନ୍ଧୁମହାନ୍ତି,...

ଜାନୁଆରୀ୯ରୁ ବ୍ରହ୍ମପୁର ମହାନଗର ମହୋତ୍ସବ.;କଳାଓ ସଂସ୍କୃତିରଏକନିଆରା ମଞ୍ଚରେ ପରିଚିତହେବେ ଅନେକକଳାକାର

ଓଡିଶା ବାର୍ତ୍ତା ବ୍ରହ୍ମପୁର ୦୮/୦୧/୨୬ ଚର୍ଚ୍ଚ ପଡିଆ ଠାରେ ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ବ୍ରହ୍ମପୁର ମହାନଗର ମହାତ୍ସବ ୦୯ ତାରିଖ ଠାରୁ  ୧୮ ତାରିଖ...