ENTERTAINMENT

ମହାନଗର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା – ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ବ୍ରହ୍ମପୁର - ତା-୧୭/୦୫/୨୦୨୨ରିଖ ସ୍ଥାନୀୟଖଲ୍ଲିକୋଟଏକକବିଶ୍ବବିଦ୍ୟାଳୟଷ୍ଟାଡିୟମପରିସରରେଚାଲିଥିବାଦଶମମହାନଗରମହୋତ୍ସବଦ୍ୱିତୀୟସନ୍ଧ୍ୟାରମୁଖ୍ୟଆକର୍ଷଣରହିଥିଲାସ୍ଥାନୀୟକଳାକାରଙ୍କସାଂସ୍କୃତିକକାର୍ଯ୍ୟକ୍ରମ।ଯାହାକୁନଭରୀରାତ୍ରପର୍ଯ୍ୟନ୍ତଝୁମିଥିଲେଦର୍ଶକ। ମହୋତ୍ସବରଦ୍ୱିତୀୟସନ୍ଧ୍ୟାକୁବ୍ରହ୍ମପୁରମେୟରଶ୍ରୀମତୀସଂଘମିତ୍ରାଦଲେଇଯୋଗଦେଇମହୋତ୍ସବରପ୍ରଦୀପପ୍ରଜ୍ବଳନକରିଆନୁଷ୍ଠାନିକଭାବେଉଦଘାଟନକରିବାସହଏଭଳିମହୋତ୍ସବଆୟୋଜନକରିଆସୁଥିବାକର୍ମକର୍ତ୍ତାଙ୍କୁସାଧୁବାଦଜଣାଇବାସହକଳାଓକଳାକାରଙ୍କପାଇଁଏହାଏକଶ୍ରେଷ୍ଠମଞ୍ଚହୋଇଥିବାମତବ୍ୟକ୍ତକରିଥିଲେ।କାର୍ଯ୍ୟକ୍ରମରେଅନ୍ୟତମଅତିଥିଭାବରେମହୋତ୍ସବରକମିଟିରଆବାହକଇଂଉମାଶଙ୍କରପାଣିଗ୍ରାହୀ , ଲୋକସେବକମଣ୍ଡଳରଆଜୀବନସଦସ୍ୟରାଜେନ୍ଦ୍ରକୁମାରଜେନା ,  ବରିଷ୍ଠସାମ୍ବାଦିକଜଗନମୋହନମହାପାତ୍ର ,  ଓଟିଭିପ୍ରତିନିଧିଅଶୋକବ୍ରହ୍ମା , ଇଟିଭିପ୍ରତିନିଧିସମୀରଆଚାର୍ଯ୍ୟ ,କମିଟିରଉପଦେଷ୍ଟାମନୋଜକାନ୍ତଦାସ , ମହୋତ୍ସବରକମିଟିରସହସମ୍ପାଦିକାରଶ୍ମିତାପାଣିଗ୍ରାହୀ,ସୂଚନାଓଲୋକସମ୍ପର୍କଅଧିକାରୀସୁଦିପ୍ତସାହୁ, ସ୍ବାଧିନପାତ୍ରପ୍ରମୁଖମଞ୍ଚାସୀନରହିଗଞ୍ଜାମଜିଲ୍ଲାତଥାସ୍ଥାନୀୟକଳାକାରଙ୍କକଳାଓସଂସ୍କୃତିବିକାଶପାଇଁଏଭଳିଏକମଞ୍ଚଗତକିଛିବର୍ଷଧରିପ୍ରମୁଖମାଧ୍ୟମପାଲଟିଥିବାକହିଛନ୍ତି।ଏହାସହଦୀର୍ଘ 10 ଦିନଧରିଏହିମହୋତ୍ସବଆୟୋଜିତକରୁଥିବାରୁଆୟୋଜକକମିଟିକୁସାଧୁବାଦଜଣାଇଥିଲେମଞ୍ଚାସୀନଅତିଥିମାନେ।କାର୍ଯ୍ୟକ୍ରମରେମହୋତ୍ସବସଭାପତିନାରାୟଣମହାଙ୍କୁଡସ୍ଵାଗତଭାଷଣପ୍ରଦାନକରିଥିଲେ।ମହୋତ୍ସବସମ୍ପାଦକଗୋପାଳପଟ୍ଟନାୟକକାର୍ଯ୍ୟକ୍ରମସଂଯୋଜନାକରିଥିବାବେଳେପରିଶେଷରେଧନ୍ଯବାଦ୍ଅର୍ପଣକରିଥିଲେମହୋତ୍ସବକମିଟିରସଦସ୍ୟଶଙ୍କରରଣା।ମହୋତ୍ସବରଦ୍ଵିତୀୟସନ୍ଧ୍ୟାରେଜାଗୃତିକଳାକେନ୍ଦ୍ର, କଳାଞ୍ଜଳୀଆର୍ଟିଷ୍ଟ,...