EDUCATION

ଆଇଆଇଏମସିରେ ଓଡି଼ଆ ସାମ୍ବାଦିକତା ନାମଲେଖା ବିଜ୍ଞାପନ ପ୍ରକାଶିତ

II ODISHABARTA II ଢେଙ୍କାନାଳ: ଢେଙ୍କାନାଳଠାରେ ଥିବା ଜାତୀୟ ସ୍ତରର ଗଣମାଧ୍ୟମ ଶିକ୍ଷା ପ୍ରତିଷ୍ଠାନ ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମସି)ରେ ଓଡି଼ଆ ସାମ୍ବାଦିକତାରେ ନାମଲେଖା ପାଇଁ ବିଜ୍ଞାପନ...