EDUCATION

ତଥ୍ୟର ସୁରକ୍ଷା ପାଇଁ ଦେଶରେ କଡ଼ାକଡି଼ ନିୟମ ଜରୁରୀ- ଏସ୍.ଏନ୍ ମିଶ୍ର

ଓଡ଼ିଶା ବାର୍ତ୍ତା ଢେଙ୍କାନାଳ: ଡିଜିଟାଲ ଯୁଗରେ ସବୁଠୁ ଚାଲେଞ୍ଜ ହେଉଛି ଗୋପନୀୟତା । ଟେକ୍ନୋଲୋଜିର ଉନ୍ନତି ଫଳରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ନେଇ ବିପଦ ସୃଷ୍ଟି ହୋଇଛି...