ବ୍ରହ୍ମପୁର ରେ ପହଞ୍ଚିବ ଶିରିଡ଼ି ସାଇବାବା ଙ୍କ ପାଦୁକା ;ଦକ୍ଷିଣ ଓଡ଼ିଶା ସାଇ ଆଶ୍ରିତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର
ବ୍ୟୁରୋ ଓଡିଶା ବାର୍ତ୍ତା
ବ୍ରହ୍ମପୁର:ଶିରିଡି ପହଞ୍ଚି ପାରୁ ନ ଥିବା ଭକ୍ତ ବୃନ୍ଦ ଙ୍କ ପାଇଁ ତଥା ଶିରିଡି ରେ ସାଇ ବାବାଙ୍କ ଦର୍ଶନ ର ଆନନ୍ଦ ବ୍ରହ୍ମପୁର ରେ ପ୍ରଦାନ ପାଇଁ ଶ୍ରୀ ଶିରିଡି ସାଇ ଟ୍ରଷ୍ଟ (ମହାରାଷ୍ଟ୍ର) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସମତେ ୨୫ ଜଣିଆ ସଂସ୍ଥାନ କର୍ମଚାରୀଙ୍କ ପକ୍ଷରୁ ବାବାଙ୍କ ଜୀବିତବସ୍ଥା ରେ ବ୍ୟବହୃତ ହୋଇଥିବା ପାଦୁକା ବ୍ରହ୍ମପୁର ସ୍ଥିତ ଖଲିକୋଟ ମହାବିଦ୍ୟାଳୟ ଖେଳ ପଡିଆରେ ସର୍ବ ସାଧାରଣ ଙ୍କ ଦର୍ଶନ ନିମନ୍ତେ ଆସନ୍ତା ମାର୍ଚ୍ଚ ୧୨ଓ ୧୩ ତାରିଖରେ ଉପଲବ୍ଧ ରହିବ l
ବାବାଙ୍କଦିବ୍ୟପାଦୁକା୧୨ତାରିଖଦିନସକାଳ୮ଘଟିକାସମୟରେବ୍ରହ୍ମପୁରଗିରିରୋଡଗୀତାଭବନଠାରୁଶୋଭାଯାତ୍ରାରେବାହାରିଖଲିକୋଟମହାବିଦ୍ୟାଳୟଷ୍ଟାଡିୟମ୍ଦିବା୯ଘଟିକା୩୦ମିନିଟ୍ରେପହଁଞ୍ଚିବେl ରାତ୍ର୧୦ଘଟିକାପର୍ଯ୍ୟନ୍ତସର୍ବସାଧାରଣଙ୍କଦର୍ଶନନିମନ୍ତେଉପଲବ୍ଧରହିବl
୩ତାରିଖସକାଳ୮ଘଣ୍ଟାଠାରୁରାତ୍ର୧୦ଘଟିକାପର୍ଯ୍ୟନ୍ତସର୍ବସାଧାରଣଙ୍କଦର୍ଶନନିମନ୍ତେଉପଲବ୍ଧରହିବl ଶିରିଡିରୁଆସିଥିବାସାଇମନ୍ଦିରରପୂଜକଓସେବାୟତଙ୍କଦ୍ୱାରାଶିରିଡିମନ୍ଦିରରୀତିନୀତିରେମଧ୍ୟାହ୍ନଓସନ୍ଧ୍ୟାଆରତୀକରାଯିବl
ଦିନ ବେଳା ବେଦ ପାଠ, ସାଇ ସତ୍ ଚରିତ ପାଠ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ହେବ l ଉଭୟ ୧୨ ଓ ୧୩ ତାରିଖରେ ସକାଳ ଘ ୮:୩୦ମି ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହେବ l ଏଥିରେ ମାଗଣାରେ ରକ୍ତ ଚାପ, ମଧୁମେହ, ବାତ ରୋଗ ର ପରୀକ୍ଷା ଓ ମାଗଣା ଔଷଧ ପ୍ରଦାନ କରାଯିବ ୧୨ ତାରିଖ (ଗୁରୁବାର) ଅପରାହ୍ନ ୪ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ l
*ଏହିକାର୍ଯ୍ୟକ୍ରମକୁଦକ୍ଷିଣଓଡ଼ିଶାରବିଭିନ୍ନସାଇମନ୍ଦିରଓସାଇପ୍ରେମୀଙ୍କସହୋଯାଗରେତଥାଶିରିଡିସାଇସଂସ୍ଥାନରଅନୁମତିପ୍ରକାରେଶିରିଡିସାଇଗ୍ଲୋବାଲଫାଉଣ୍ଡେସନ, ବ୍ରହ୍ମପୁର(ମାଣ୍ଡିଆପଲ୍ଲୀ) କରୁଛିl ଆସନ୍ତା୧୪ଓ୧୫ତାରିଖରେଜନତାମଇଦାନ,
ଭୁବନେଶ୍ବରରେଏବଂ୧୬ଓ୧୭ତାରିଖରେକେଉଁଝରସାଇମନ୍ଦିରରେଦିବ୍ୟପାଦୁକାସର୍ବସାଧାରଣରେପ୍ରଦର୍ଶିତହେବl ଏହିସମସ୍ତକାର୍ଯ୍ୟକ୍ରମରେପୂଜ୍ୟଗୁରୁଜୀଡଃଚନ୍ଦ୍ରଭାନୁଶତପଥୀଉପସ୍ଥିତରହିବେl
