odishabarta

କନ୍ଧମାଳ:ଛତୁ ଗୋଟାଇ ଫେରୁଥିବା ବେଳେ ୨ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସଞ୍ଜୟ କୁମାର ପାଣିଗ୍ରାହୀ, ଓଡ଼ିଶା ବାର୍ତ୍ତା କନ୍ଧମାଳ,୧୧/୦୭:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନିକଟସ୍ଥ ସଖିପଡା ନିକଟସ୍ଥ ଜଙ୍ଗଲକୁ ଛତୁ ଗୋଟାଇ ଫେରୁଥିବାବେଳେ ଜଗବନ୍ଧୁ ବେହେରା ନାମକ ଜୈନକ...