odishabarta

ଲଘୁଚାପ ଜନିତ ବର୍ଷା ; ବର୍ତ୍ତମାନ ସ୍ଥିତିରେ ଜିଲ୍ଲାର ସମସ୍ତ ଅଞ୍ଚଳ ଆୟତ୍ତରେ ରହିଛି, ଜିଲ୍ଲାପାଳ

ଓଡ଼ିଶା ବାର୍ତ୍ତା ଛତ୍ରପୁର ତା.୧୨.୦୯.୨୦୨୧ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଚେତାବନୀ ପ୍ରକାରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଅହରହ ଚାଲିଛି ଏବଂ ଏହା ଆଗାମୀ...