odishabarta

ଜାତୀୟ ଶିକ୍ଷା ନୀତି ସଂପର୍କିତ ଆଲୋଚନା ଚକ୍ର

ଓଡିଶା ବାର୍ତ୍ତା ବ୍ରହ୍ମପୁର  :୨୭/୧୧- ଦେଶର ପ୍ରଚଳିତ ହେବାକୁ ରହିଥିବା ଜାତୀୟ ଶିକ୍ଷା ନୀତି-୨୦୨୦ ସଂପର୍କିତ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି  । ସଦର...