odishabarta

ଶକ୍ତିଶ୍ରୀ ସଶକ୍ତିକରଣ ପଦକ୍ଷେପ ଅଧୀନରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ସଚେତନତା ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ୟୁରୋ ଓଡିଶା ବାର୍ତ୍ତା ଛତ୍ରପୁର, ତା 23/07: ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଦ୍ୱାରା ମିଶନ ଶକ୍ତି ଯୋଜନା, ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ...