odishabarta

କୁମ୍ଭୀର ଓ ପକ୍ଷୀ ଗଣନା କୁ ନେଇ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ

ଓଡିଶା ବାର୍ତ୍ତା ବ୍ରହ୍ମପୁର – ବ୍ରହ୍ମପୁର ବନଖଣ୍ଡର ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଶୁକ୍ରବାର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଦ୍ୱାରା କୁମ୍ଭୀର ମାନଙ୍କ...