odishabarta

ସ୍ୱାସ୍ଥ୍ୟ ସେବା ତ୍ୱରାନ୍ୱିତ କରିବାପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପୁରୁଣା ଆମ୍ବୁଲାନ୍ସକୁ ବଦଳାଯାଇ ନୂଆ ବ୍ୟବହାରକରାଯିବ- ମୁଖ୍ୟମନ୍ତ୍ରୀ

 ଓଡ଼ିଶା,ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ୧୦୮ ଆମ୍ବୁଲାନ୍ସ,ପ୍ରଥମ ପର୍ଯ୍ୟାୟରେ ୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମନୋଜ ଦାସ,...

ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ତଟବର୍ତ୍ତୀ ସୁରକ୍ଷାସମ୍ପର୍କିତ ଉଚ୍ଚସ୍ତରୀୟବୈଠକଅନୁଷ୍ଠିତ

 ଓଡିଶା ବାର୍ତ୍ତା ଭୁବନେଶ୍ୱର,(୨୩ଡିସେମ୍ବର୨୦୨୫):ରାଜ୍ୟପୋଲିସମୁଖ୍ୟାଳୟଠାରେଚତୁର୍ଥତଟବର୍ତ୍ତୀସୁରକ୍ଷାସମୟସମିତିସମ୍ପର୍କିତଏକଉଚ୍ଚସ୍ତରୀୟବୈଠକଅନୁଷ୍ଠିତହୋଇଯାଇଛି।ରାଜ୍ୟଆରକ୍ଷୀମହାନିର୍ଦ୍ଦେଶକଶ୍ରୀଯୋଗେଶବାହାଦୁରଖୁରାନିଆଙ୍କନିର୍ଦେଶକ୍ରମେଆରକ୍ଷୀମହାନିର୍ଦ୍ଦେଶକ( କ୍ରାଇମବ୍ରାଞ୍ଚ) ଶ୍ରୀବିନୟତୋଷମିଶ୍ରଏହିବୈଠକରେଅଧ୍ୟକ୍ଷତାକରିଥିଲେ।  ଉକ୍ତ  ବୈଠକରେରାଜ୍ୟରେବହୁପ୍ରତିଷ୍ଠିତ  ତୈଳଓଗ୍ୟାସକମ୍ପାନିରବରିଷ୍ଠପଦାଧିକାରୀଙ୍କ  ସହ  ସୁରକ୍ଷାସମ୍ପର୍କିତବିଭିନ୍ନପ୍ରସଙ୍ଗରେବିସ୍ତୃତଭାବେଆଲୋଚନାହୋଇଥିଲା।ଓଡ଼ିଶାପୋଲିସଏବଂତୈଳକମ୍ପାନୀଗୁଡ଼ିକମଧ୍ୟରେଉପଯୁକ୍ତସହଯୋଗଓ  ସମନ୍ୱୟସମ୍ପର୍କରେବୈଠକରେ  ମତପ୍ରକାଶପାଇଥିଲା।   ଓଡ଼ିଶାର ପାରାଦୀପ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲିୟମ ସଂରକ୍ଷଣ...