odishabarta

ଅଖିଳ ଭାରତ ହିନ୍ଦୁ ମହାସଭାର ବାଲିମେଳା ନଗର ସଭାପତି ରୁପେ  ଦାୟିତ୍ଵ ଗ୍ରହଣ କଲେ ଶିବ ନାଗ

ବାବୁଲା ଜେନା, ବ୍ଲକ ପ୍ରତିନିଧି, ଓଡିଶା ବାର୍ତ୍ତ। କୋରୁକୋଣ୍ଡା, ୨୫/୮/୨୬ :   ଅଖିଳ ଭାରତ ହିନ୍ଦୁ ମହାସଭାର ବାଲିମେଳା ନଗର ଶାଖା ପୁନର୍ଗଠିତ ହୋଇଛି। ମାଲକାନଗିରି ଜିଲ୍ଲା...