ଆସିକା ପାଇଁ ଗର୍ବ ଓ ଗୌରବ ଅବିନାଶ

Odishabarta

ଆସିକା(୧୬.)ତିନିଦିନ ଧରି ବ୍ରହ୍ମପୁର ରେ ଚାଲିଥିବା ବେଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୨ ରେ ଆସିକା ପାଇଁ ଗୌରବ ଆଣିଛନ୍ତି ଅବିନାଶ ମୁନୀ ବାଳକ ଦଳରେ ୧୭ ବର୍ଷ ବର୍ଗରେ ସିଙ୍ଗଲସ ଡ଼ବଲସରେ ଚମ୍ପିୟାନ ହୋଇ ଏହି କୃତିତ୍ବ ହାସଲ କରିଛନ୍ତିଏପରିକି ସେ ଓଡିଶା ବେଡ଼ମିଣ୍ଟନ ଆସୋସିଏସନ ଅଣ୍ଡେର ୧୯ ବର୍ଗର ୧୮ନଂ ରେଙ୍କରେ ରହି ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଗୁଡିକ ଖେଳି ଆସିକା ପାଇଁ ଗର୍ବ ଆଣିଛନ୍ତିଆଗକୁ ସର୍ବଭାରତୀୟ ସ୍ତରରେ ଖେଳିବା ତାଙ୍କର ଲକ୍ଷ ଥିବା ଜଣାପଡିଛିପ୍ରକାଶ ଥାଉକି ବ୍ରହ୍ମପୁର ଏରିନା ସ୍ପୋର୍ଟ ଇଣ୍ଡୋର ଷ୍ଟାଡିୟମରେ ତିନିଦିନ ଧରି ଚାଲିଥିବା ବେଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେଅଗଷ୍ଟ୧୫ ତାରିଖ ଏହି ଉଦଯାପିନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପି ଡି(ଗଂଜାମ)କୀର୍ତ୍ତୀ ଭାସନ ,ଏସୋସିଏସନ ସଭାପତି ସି ବି କେ ସୁଧାକର ଜେ ତିରମୁଲା ରାଓ ଯୋଗଦେଇ କୃତି ପ୍ରତିଯୋଗିତାଙ୍କୁ ପୁରସ୍କୃତ କରିଥିଲେଓଡିଶା ବେଡ଼ମିଣ୍ଟନ ଏସୋସିଏସନ ସହଯୋଗରେ ଗଂଜାମ ଜିଲ୍ଲା ବେଡ଼ମିଣ୍ଟନ ଏସୋସିଏସନ ଦ୍ୱାରା ବେଡ଼ମିଣ୍ଟନ ଚମ୍ପିୟାନସିପର ଆୟୋଜନ କରାଯାଇଥିଲା ପ୍ରତିଯୋଗିତାରେ  ଜିଲ୍ଲାରୁ ମୋଟ ୨୨୦ ଜଣ ପୁରୁଷ ମହିଳା  ବିଭିନ୍ନ ବର୍ଗରେ ପ୍ରତିଦ୍ବନ୍ଦିତା କରିଥିଲେ ବାଳିକା ଦଳ ୧୩ ବର୍ଷୀୟା ଵର୍ଗର ସିଙ୍ଗଲ ରେ ସୋଫିୟା ପାଢ଼ୀ ବିଜେତା,ଯମୁନା ଗୌଡ଼ବାଳକ ଦଳରେ ୧୩ ବର୍ଷ ଵର୍ଗ ସିଙ୍ଗଲରେ ଶ୍ରୀୟନସୁ ପଣ୍ଡା ବିଜେତା, ସୂର୍ଯ୍ୟଂସୁ ରାଓ ରନରବାଳିକା ଦଳର ୧୫ବର୍ଷୀୟା ବିଭାଗର ସିଙ୍ଗଲରେ ସୋଫିଆ ପାଢ଼ୀ ବିଜେତା, ଲବନ୍ୟା ରାଜିଭ ରନରସେହି ୧୫ ବର୍ଷ ବର୍ଗର ପୁରୁଷରେ ସି. ହେଚ. ଶଙ୍କର ପାତ୍ର ରନରବାଳକ ଦଳରେ  ୧୭ ବର୍ଷ ବର୍ଗର ସିଙ୍ଗଲରେ ଅବିନାଶ ମୁନୀ ବିଜେତା ଏବଂ ଜି ସମୀର ରନରବାଳକ ବର୍ଗର ୧୯ବର୍ଷ ବିଭାଗରେ ରୋହିତ କୁମାର ବେହେରା ବିଜେତା ଏବଂ ଏସ ସିଦ୍ଧାର୍ଥ ରେଡି ରନରବାଳକ ବିଭାଗ ୧୫ବର୍ଷ ବର୍ଗ ଡବଲ ରେ ସି.ହେଚ. ଶଙ୍କର ପାତ୍ର ଟି.ରାମେଶ୍ୱର ପାତ୍ର ବିଜେତା ଏବଂ ଆଞ୍ଜେନେୟ ଡାକୁଆ ବୈଭବ ସାହୁ ରନରମହିଳା ଦଳ ୧୭ ବର୍ଷ ବର୍ଗର ଡବଲରେ ଲବନ୍ୟା ରାଜିଭ ଅନନ୍ୟା ରାଜିଭ ଏବଂ ସନ୍ଧ୍ୟା ପାତ୍ର ଶୁଭସ୍ମିତା ପାଣିଗ୍ରାହୀ ରନରପୁରୁଷ ଦଳର ୧୭ ବର୍ଷୀୟ ଡବଲରେ ଅବିନାଶ ମୁନୀ କେ ବୈଷ୍ଣବ ବିଜେତା ଏବଂ ଜି.ସମୀର ପ୍ରଭାତ ପ୍ରଧାନ ରନରମହିଳା ବର୍ଗରେ .କନକ୍ୟା ପ୍ରିୟଦର୍ଶନୀ ବିଜେତା କେ କାବ୍ୟା ରନରବାଳିକା ବିଭାଗର ୧୭ ବର୍ଷରେ ସିଙ୍ଗଲରେ ସୋଫିଆ ପାଢ଼ୀ ବିଜେତା ଅନନ୍ୟା ରାଜିଭ ପୁରସ୍କୃତ ହୋଇଛନ୍ତିଖେଳ ପରିଚାଳନା କରିଥିଲେ ଶିବ ପ୍ରସାଦ ପାଢ଼ୀ ତାଙ୍କ ଟିମ