ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ୧୫ତମ ରାଜ୍ୟ ସମ୍ମିଳନୀ
ଶତାୟୁ ଓଡ଼ିଶା ବିଶ୍ଵ ଦରବାରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବ ।
ବ୍ୟୁରୋ ଓଡିଶା ବାର୍ତ୍ତା
ଭୁବେଶ୍ବର ୩/୧୨:କଳା ସଂସ୍କୃତି,ଲୋକ ନୃତ୍ୟ, ଖଣିଜ ସଂପଦ, ପର୍ଯ୍ୟଟନ ସ୍ଥଳୀ, କୃଷି ଜଙ୍ଗଲ, ସୁଦୀର୍ଘ ବେଳା ଭୂମି ସହ ମାନବ ସମ୍ବଳ ଓଡ଼ିଶା ପ୍ରତି ପ୍ରକୃତି ଓ ଶ୍ରୀ ଜଗନ୍ନାଥ ପ୍ରଭୁ ଙ୍କ ଅମୂଲ୍ୟ ବରଦାନ ।
ଓଡ଼ିଶା ଏକ ସଂସ୍କୃତି ସଂପନ୍ନ, ଐତିହ୍ୟ ବିମଣ୍ଡିତ, ପୁରାଣ ପ୍ରସିଦ୍ଧ ପ୍ରାଚୀନ ଭୂଖଣ୍ଡ l ଅତୀତରେ ଓଡ଼ିଆମାନେ କଳା, ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ, ପରାକ୍ରମ ଓ ବଣିଜ କ୍ଷେତ୍ରରେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଲାଭ କରିଥିଲେ l ଖାରବେଳଙ୍କ ସମୟର ଓଡ଼ିଶା ଓ ପଞ୍ଚଦଶ ଶତାବ୍ଦୀ କପିଳେନ୍ଦ୍ରଦେବଙ୍କ ସମୟର ଓଡ଼ିଶା ସବୁ ଦିଗରୁ ସମୃଦ୍ଧ, ବିତ୍ତଶାଳୀ ଥିଲା l ପରବର୍ତ୍ତୀ ସମୟରେ ଓଡ଼ିଶା ବାହ୍ୟ ଶକ୍ତିଙ୍କ ଦ୍ୱାରା ଆକ୍ରମିତ ହେଲା l ୧୫୬୮ ମସିହା ଗୋହିରା ଟିକିରି ଯୁଦ୍ଧରେ ଦ୍ଵିତୀୟ ମୁକୁନ୍ଦଦେବ ପରାସ୍ତ ହେଲେ l ଓଡ଼ିଶା ପରାଧୀନ ହେଲା l ପାଖାପାଖି ୩୫0 ବର୍ଷର ପରାଧୀନତା ଓଡ଼ିଆମାନଙ୍କୁ ଶିଥିଳ, ଆଳସ୍ୟ ପରାୟଣ ଓ ପରମୁଖାପେକ୍ଷୀ କରିଦେଲା l ଓଡ଼ିଶା ବିଖଣ୍ଡିତହୋଇଗଲା l ଆମର ଅନେକ ଅଞ୍ଚଳ ପଡ଼ୋଶୀ ରାଜ୍ୟମାନଙ୍କ ଦଖଲକୁ ଚାଲିଗଲା l ଉତ୍କଳ ଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସ୍ଵଭାବକବି ଗଙ୍ଗାଧର ମେହେର, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ସମେତ ଓଡ଼ିଶାର ସୁଯୋଗ୍ୟ ବରପୁତ୍ରମାନଙ୍କ ତ୍ୟାଗପୂତ ପ୍ରୟାସ ଫଳରେ ୧୯୩୬ ଅପ୍ରେଲ୍ ୧ ତାରିଖ ଦିନ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶର ମାନ୍ୟତା ପାଇଲା l ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ଦେଶ ସ୍ୱାଧୀନତା ଲାଭ କଲା l ମାତ୍ର ଓଡ଼ିଶା ଯେଭଳି ବିକଶିତ ହେବା କଥା, ତାହା ବିଭିନ୍ନ କାରଣରୁ ଏ ଯାବତ୍ ସମ୍ଭବ ହୋଇପାରି ନାହିଁ l ଯେହେତୁ ଆମର ପ୍ରଥମ ପରିଚୟ ହେଉଛି ଆମ ମାତୃଭାଷା, ସେହି ଦୃଷ୍ଟିରୁ ଓଡ଼ିଆ ଭାଷା–ସାହିତ୍ୟର ସର୍ବବିଧ ବିକାଶ ମାଧ୍ୟମରେ ଓଡ଼ିଶାକୁ ବିକଶିତ ରାଜ୍ୟ ରୂପେ ପ୍ରତିଷ୍ଠିତ କରାଯାଇପାରିବ l
ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ଗତ କିଛି ବର୍ଷ ଧରି ଏ ଦିଗରେ କାର୍ଯ୍ୟ କରି ଆସୁଅଛି l ଭୁବନେଶ୍ୱର, ବ୍ରହ୍ମପୁର ସମେତ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଓ କଲିକତା ଆଦି ମହାନଗରରେ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ଆୟୋଜନ ପୂର୍ବକ ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ଓଡ଼ିଆ ଅସ୍ମିତା ସୃଷ୍ଟି ଦିଗରେ ଏହି ଅନୁଷ୍ଠାନ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଥିବା ଶୁଣି ମୁଁ ବିଶେଷ ଭାବରେ ଆନନ୍ଦିତ l ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଯାନ୍ତ୍ରିକ ବିଜ୍ଞାନ, iଭେଷଜ ବିଜ୍ଞାନ ସମେତ ସମସ୍ତ ବିଷୟ ମାତୃଭାଷା ଓଡ଼ିଆରେ ପଢ଼ାଯିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି l
ଓଡ଼ିଆଭାଷା, ସାହିତ୍ୟଓସଂସ୍କୃତିରସୁରକ୍ଷାଦିଗରେଆମସମସ୍ତଙ୍କୁମିଳିମିଶିକାର୍ଯ୍ୟକରିବାକୁହେବl ଆଗାମୀପିଢ଼ିଆମଜଗନ୍ନାଥ, ଆମସଂସ୍କୃତି, ଆମପରମ୍ପରାଓଆମଭାଷା-ସାହିତ୍ୟସହିତଆତ୍ମିକଭାବେସଂପର୍କିତହେଲେଓଡ଼ିଶାବିକାଶରଚିତ୍ରଅଙ୍କାଯାଇପାରିବl ଅନ୍ତର୍ଜାତୀୟଓଡ଼ିଆସ୍ୱାଭିମାନପ୍ରତିଷ୍ଠାନଦେଶବିଦେଶରେବସବାସକରୁଥିବାଓଡ଼ିଆଭାଷୀଙ୍କମନରେଓଡ଼ିଆଅସ୍ମିତା, ଓଡ଼ିଆସ୍ୱାଭିମାନପ୍ରତିଷ୍ଠାଦିଗରେଆରମ୍ଭକରିଥିବାଅଭିଯାନନିଶ୍ଚିତରୂପେସ୍ଵାଗତଯୋଗ୍ୟଏକଜାତୀୟକାର୍ଯ୍ୟl ଆସନ୍ତୁଆମେସମସ୍ତେହାତକୁହାତମିଳାଇଓଡ଼ିଆସ୍ୱାଭିମାନପ୍ରତିଷ୍ଠାନିମନ୍ତେପ୍ରତିବଦ୍ଧତାରସହକାର୍ଯ୍ୟକରିବାବୋଲିଆଜିଜୟଦେବଭବନଠାରେଅନ୍ତର୍ଜାତୀୟଓଡ଼ିଆସ୍ୱାଭିମାନପ୍ରତିଷ୍ଠାନତରଫରୁଆୟୋଜିତ୧୫ତମରାଜ୍ୟସମ୍ମିଳନୀରେବକ୍ତାମାନେମତବ୍ୟକ୍ତକରିଥିଲେ।ମୁଖ୍ୟଅତିଥଭାବେମାନ୍ୟବରଯାଜପୁରସାସନ୍ଦରବିନାରାୟଣବେହେରା ବିଶିଷ୍ଟ ଅତିଥଭାବେବିଶିଷ୍ଟଚଲଚିତ୍ରଅଭିନେତାତଥାପୂର୍ବତନମନ୍ତ୍ରୀଶ୍ରୀପ୍ରସାନ୍ତନନ୍ଦ, ଜାଭିଆରଗ୍ରୁପବିଦ୍ୟାଳୟରସଭାପତିଡବଦ୍ରିନାଥପଟ୍ଟନାୟକ, ମୁମ୍ବାଇଓଡ଼ିଆମହସଂଘ୍ସଭାପତିଡବିପିନିମିଶ୍ରପ୍ରମୁଖଯୋଗଦେଇଥିଲେ।ପ୍ରତିଷ୍ଠାନରସଭାପତିଶ୍ରୀସୁଶାନ୍ତକୁମାରସାବତସମ୍ମିଳନୀରଅଧ୍ୟକ୍ଷତାକରିଶତାୟୁଓଡ଼ିଶାକୁବିଶ୍ଵ ଦରବାରରେପରିଚିତି କରାଇବାନିମନ୍ତେଦଳମତଅନୁଷ୍ଠାନନିର୍ବିଶେଷରେସମସ୍ତେଏକାଠିହୋଇକାର୍ଯ୍ୟକରିବାରସମୟଆସିଛିବୋଲିମତବ୍ୟକ୍ତକରିଥିଲେ।ବିଭିନ୍ନବ୍ୟକ୍ତିଓଅନୁଷ୍ଠାନମାନଙ୍କୁଉଲ୍ଲେଖନୀୟଅବଦାନନିମନ୍ତେପୁରସ୍କୃତକରାଯାଇଥିଲା।
ସାଂସ୍କୃତିକଅନୁଷ୍ଠାନମାନଙ୍କଦ୍ଵାରାସୁନ୍ଦର୍ସାଂସ୍କୃତିକକାର୍ଯ୍ୟକ୍ରମଆକର୍ଷଣୀୟହୋଇଥିଲା।ରାଜ୍ୟରବିଭନ୍ନପ୍ରାନ୍ତରୁ୪୦୦ରୁଉର୍ଦ୍ଧପ୍ରତିନିଧିଅଂଶଗ୍ରହଣକରିଥିଲେ।କାର୍ଯ୍ୟକ୍ରମକୁ ଶାନ୍ତନୁରଣାସଂଯୋଜନାକରିଥିବାବେଳେସଂଯୁକ୍ତାପଣ୍ଡା, ମାନସଦାସ, ଶ୍ରୀକାନ୍ତସାବତ, ସୂର୍ଯ୍ୟନାରାୟଣପାତ୍ର, ଆଦ୍ୟଶ୍ରୀସାବତ, ତପନପଣ୍ଡା, ଶ୍ରୀଦେବେନ୍ଦ୍ରଚୌଧୁରୀ ,ଶ୍ରୀହିରନ୍ୟାପାତ୍ର, ଶ୍ରୀରବିଶଙ୍କର, ନିଲମ।ଧବତ୍ରିପାଠୀ, ମଂନରଞ୍ଜନପାଣିଗ୍ରାହୀ,ଜୟଶ୍ରୀସାବତ, ମନରଞ୍ଜନପାଢ଼ୀପ୍ରମୁଖପରିଚାଳନାକରିଥିଲେ।
