ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ “ଆମରୁଚି ଆମଖାଦ୍ୟ” କାର୍ଯ୍ୟକ୍ରମ ଅନୁଷ୍ଠିତ

pitha

ଓଡିଶା ବାର୍ତ୍ତା

ଛତ୍ରପୁର୧୩/୪:ଓଡ଼ିଶାରସମୃଦ୍ଧସାଂସ୍କୃତିକଚେତନାରେଆମରପାରମ୍ପରିକଖାଦ୍ୟଏକଅବିଚ୍ଛେଦ୍ୟଅଙ୍ଗ।’ଓଡ଼ିଆପକ୍ଷ-୨୦୨୬’ ଅବସରରେ’ଆମରୁଚିଆମଖାଦ୍ୟ’ କାର୍ଯ୍ୟକ୍ରମଆମରଏହିଗୌରବମୟଖାଦ୍ୟପରମ୍ପରାକୁଉଜ୍ଜୀବିତରଖିବାସହଏହାକୁଏକନୂତନଦିଗପ୍ରଦାନକରିବ। 

ଆମରଏହିପାରମ୍ପରିକରୁଚିକୁଆଦରିନେବାସହଓଡ଼ିଶାରଅନନ୍ୟସ୍ୱାଦକୁବିଶ୍ୱଦରବାରରେଶୀର୍ଷକୁନେବାପାଇଁସଙ୍କଳ୍ପବଦ୍ଧହେବାଏହିକାର୍ଯ୍ୟକ୍ରମରଲକ୍ଷ୍ୟ।ଗଞ୍ଜାମଜିଲ୍ଲାପ୍ରଶାସନପକ୍ଷରୁସୋମବାରଗଞ୍ଜାମଜିଲ୍ଲାପାଳଙ୍କକାର୍ଯ୍ୟାଳୟପରିସରରେଜିଲ୍ଲାସ୍ତରୀୟଆମରୁଚିଆମଖାଦ୍ୟପାଳନକରାଯାଇଛି।  ଗଞ୍ଜାମଜିଲ୍ଲାପ୍ରଶାସନରଓରମାସଓଓଡ଼ିଆସଂସ୍କୃତିବିଭାଗଆନୁକୂଲ୍ୟରେବିଭିନ୍ନଏସଏସଜିମାନଙ୍କଦ୍ୱାରାବିଭିନ୍ନପ୍ରକାରସୁସ୍ୱାଦୁପିଠାପ୍ରସ୍ତୁତକରିଏହିପର୍ବପାଳନକରାଯାଇଛି।ଜିଲ୍ଲାଯୋଜନାକମିଟିଅଧ୍ୟକ୍ଷତଥାଖଲିକୋଟବିଧାୟକପୂର୍ଣ୍ଣଚନ୍ଦ୍ରସେଠି, ଗଞ୍ଜାମଜିଲ୍ଲାପାଳଭି.

କୀର୍ତ୍ତିଭାସନ,ଅତିରିକ୍ତଜିଲ୍ଲାପାଳଡ଼ଃପ୍ରମୋଦକୁମାରପୃଷ୍ଟିଓଦେବଦତ୍ତପଣ୍ଡା,ଗଞ୍ଜାମଜିଲ୍ଲାପରିଷଦରସିଡିଓସମୀରକୁମାରଜେନା, ବ୍ରହ୍ମପୁରଉପଜିଲ୍ଲାପାଳଅବିନାଶକୁମାର,   ପ୍ରମୁଖଯୋଗଦେଇଏହାକୁଶୁଭାରମ୍ଭକରିବାସହିତପିଠାଖାଇଆମପାରମ୍ପରିକଖାଦ୍ୟରପ୍ରଶଂସାକରିଥିଲେ।ଏହିଅବସରରେଓରମାସଡେପୁଟିସିଇଓରାଜଗୋପାଳଦାଶ, ଜିଲ୍ଲାସଂସ୍କୃତିଅଧିକାରିଣୀଅଦିତିଆଚାର୍ଯ୍ୟ,

ଜିଲ୍ଲାସୂଚନାଓଲୋକସମ୍ପର୍କଅଧିକାରୀସୌରଭପ୍ରଧାନଙ୍କସମେତବହୁଅଧିକାରୀଏବଂକର୍ମଚାରୀମାନେଉପସ୍ଥିତଥିଲେ।