ଗଞ୍ଜାମ ଜିଲ୍ଲା ଭାରତ୍ତୋଳନ ପ୍ରତିଯୋଗିତା

weight_lifting

ଓଡିଶା ବାର୍ତ୍ତା

ବ୍ରହ୍ମପୁର :ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ଭାରତ୍ତୋଳନ ସଂଘ ତରଫରୁ ସ୍ଥାନୀୟ ବ୍ରହ୍ମପୁର ଷ୍ଟାଡିୟମ୍ ପରିସରରେ, ଆୟୋଜିତ “ଗଞ୍ଜାମ ଜିଲ୍ଲା ଭାରତ୍ତୋଳନ ପ୍ରତିଯୋଗିତା”ଉଦଯାପନୀ ଉତ୍ସବରେ ଯୋଗଦେଇ, ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ତଥା ମାନପତ୍ର ପ୍ରଦାନ କରିବା ସହିତ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଶ୍ରୀପୟରରେ ସେମାନଙ୍କର ଉଜ୍ବଳ ଭବିଷ୍ୟତର କାମନା କରିଥିଲେ.