ମହାନଗର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା – ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ବ୍ରହ୍ମପୁର – ତା-୧୭/୦୫/୨୦୨୨ରିଖ ସ୍ଥାନୀୟଖଲ୍ଲିକୋଟଏକକବିଶ୍ବବିଦ୍ୟାଳୟଷ୍ଟାଡିୟମପରିସରରେଚାଲିଥିବାଦଶମମହାନଗରମହୋତ୍ସବଦ୍ୱିତୀୟସନ୍ଧ୍ୟାରମୁଖ୍ୟଆକର୍ଷଣରହିଥିଲାସ୍ଥାନୀୟକଳାକାରଙ୍କସାଂସ୍କୃତିକକାର୍ଯ୍ୟକ୍ରମ।ଯାହାକୁନଭରୀରାତ୍ରପର୍ଯ୍ୟନ୍ତଝୁମିଥିଲେଦର୍ଶକ। ମହୋତ୍ସବରଦ୍ୱିତୀୟସନ୍ଧ୍ୟାକୁବ୍ରହ୍ମପୁରମେୟରଶ୍ରୀମତୀସଂଘମିତ୍ରାଦଲେଇଯୋଗଦେଇମହୋତ୍ସବରପ୍ରଦୀପପ୍ରଜ୍ବଳନକରିଆନୁଷ୍ଠାନିକଭାବେଉଦଘାଟନକରିବାସହଏଭଳିମହୋତ୍ସବଆୟୋଜନକରିଆସୁଥିବାକର୍ମକର୍ତ୍ତାଙ୍କୁସାଧୁବାଦଜଣାଇବାସହକଳାଓକଳାକାରଙ୍କପାଇଁଏହାଏକଶ୍ରେଷ୍ଠମଞ୍ଚହୋଇଥିବାମତବ୍ୟକ୍ତକରିଥିଲେ।କାର୍ଯ୍ୟକ୍ରମରେଅନ୍ୟତମଅତିଥିଭାବରେମହୋତ୍ସବରକମିଟିରଆବାହକଇଂଉମାଶଙ୍କରପାଣିଗ୍ରାହୀ , ଲୋକସେବକମଣ୍ଡଳରଆଜୀବନସଦସ୍ୟରାଜେନ୍ଦ୍ରକୁମାରଜେନା ,  ବରିଷ୍ଠସାମ୍ବାଦିକଜଗନମୋହନମହାପାତ୍ର ,  ଓଟିଭିପ୍ରତିନିଧିଅଶୋକବ୍ରହ୍ମା , ଇଟିଭିପ୍ରତିନିଧିସମୀରଆଚାର୍ଯ୍ୟ ,କମିଟିରଉପଦେଷ୍ଟାମନୋଜକାନ୍ତଦାସ , ମହୋତ୍ସବରକମିଟିରସହସମ୍ପାଦିକାରଶ୍ମିତାପାଣିଗ୍ରାହୀ,ସୂଚନାଓଲୋକସମ୍ପର୍କଅଧିକାରୀସୁଦିପ୍ତସାହୁ, ସ୍ବାଧିନପାତ୍ରପ୍ରମୁଖମଞ୍ଚାସୀନରହିଗଞ୍ଜାମଜିଲ୍ଲାତଥାସ୍ଥାନୀୟକଳାକାରଙ୍କକଳାଓସଂସ୍କୃତିବିକାଶପାଇଁଏଭଳିଏକମଞ୍ଚଗତକିଛିବର୍ଷଧରିପ୍ରମୁଖମାଧ୍ୟମପାଲଟିଥିବାକହିଛନ୍ତି।ଏହାସହଦୀର୍ଘ 10 ଦିନଧରିଏହିମହୋତ୍ସବଆୟୋଜିତକରୁଥିବାରୁଆୟୋଜକକମିଟିକୁସାଧୁବାଦଜଣାଇଥିଲେମଞ୍ଚାସୀନଅତିଥିମାନେ।କାର୍ଯ୍ୟକ୍ରମରେମହୋତ୍ସବସଭାପତିନାରାୟଣମହାଙ୍କୁଡସ୍ଵାଗତଭାଷଣପ୍ରଦାନକରିଥିଲେ।ମହୋତ୍ସବସମ୍ପାଦକଗୋପାଳପଟ୍ଟନାୟକକାର୍ଯ୍ୟକ୍ରମସଂଯୋଜନାକରିଥିବାବେଳେପରିଶେଷରେଧନ୍ଯବାଦ୍ଅର୍ପଣକରିଥିଲେମହୋତ୍ସବକମିଟିରସଦସ୍ୟଶଙ୍କରରଣା।ମହୋତ୍ସବରଦ୍ଵିତୀୟସନ୍ଧ୍ୟାରେଜାଗୃତିକଳାକେନ୍ଦ୍ର, କଳାଞ୍ଜଳୀଆର୍ଟିଷ୍ଟ, ଷ୍ଟେପ୍ଅପ୍ଡାନ୍ସଗ୍ରୁପଏଡିଆଇଭିଏରୋବିକଓବିଭିନ୍ନବିଦ୍ୟାଳୟରଛାତ୍ରଛାତ୍ରୀମାନେନୃତ୍ୟପରିବେଷଣକରିଥିଲେ।ଗଞ୍ଜାମବଡିବିଲଡିଂପକ୍ଷରୁସୁନ୍ଦର୍ସ୍ଵାସ୍ଥ୍ୟପ୍ରଦର୍ଶନକରିଥିଲେ।ଆୟୋଜିତଏହିମହୋତ୍ସବରେଲହରଖଣ୍ଡିସାହିତ୍ୟସଂସଦଭଞ୍ଜନଗରପକ୍ଷରୁସାହିତ୍ୟଆସରଓକବିତାପାଠଉତ୍ସବଅନୁଷ୍ଠିତହୋଇଥିଲା।ବ୍ରହ୍ମପୁରବିଶ୍ଵବିଦ୍ୟାଳୟଓଡ଼ିଆଭାଷାଓସାହିତ୍ୟମୁଖ୍ୟପ୍ରଫେସରଡପ୍ରସନ୍ନକୁମାରସ୍ଵାଇଁ, ଶେରଗଡତହସିଲଦାରଡଦୟାସିନ୍ଧୁପରିଡା, ରାଷ୍ଟ୍ରପତିପୁରସ୍କାରପ୍ରାପ୍ତଶିକ୍ଷକଅଜିତସେଠୀ, ସାହିତ୍ୟସଂସଦରସଭାପତିବିଗୋବିନ୍ଦରାଓସମ୍ପାଦକଚିନ୍ମୟକୁମାରବେବର୍ତାକବିତାପାଠକରିଥିଲେ।କାର୍ଯ୍ୟକ୍ରମକୁପ୍ରଭାତୀମଞ୍ଜରିବେହେରାସଞ୍ଚାଳନକରିଥିଲେ।ଅନ୍ୟପଟେମହୋତ୍ସବରଅନ୍ୟତମଆକର୍ଷଣହେଉଛିବିଭିନ୍ନବିଭାଗତଥାବ୍ୟବସାୟିକପ୍ରତିଷ୍ଠାନପକ୍ଷରୁ 100 ରୁଉର୍ଦ୍ଧ୍ବଷ୍ଟଲ୍।ଯେଉଁଥିରେରାଜ୍ଯତଥାରାଜ୍ଯବାହାରରହସ୍ତତନ୍ତ, କୁଟୀରଶିଳ୍ପ, ସାମଗ୍ରୀପ୍ରଦର୍ଶନସହବିକ୍ରିକରାଯାଉଛି।ଏହାସହଗୃହିଣୀମାନଙ୍କବହୁଉପଯୋଗୀତଥାବ୍ୟବହାରଯୋଗୀଘରୋଇସାମଗ୍ରୀଏହିଷ୍ଟଲ୍ମାନଙ୍କରେପ୍ରଦର୍ଶିତହୋଇଛି।ଆୟୋଜିତଏହିମହୋତ୍ସବକୁମହୋତ୍ସବରସଦସ୍ୟସତ୍ୟଚେତନପରିଡା, ଅଭିରାମପାତ୍ର, ଅନନ୍ତପ୍ରଧାନପ୍ରମୁଖପରିଚାଳନାକରିଥିଲେ।ଏହିଅବସରରେସକାଳଖବରକାଗଜପକ୍ଷରୁଶ୍ରେଷ୍ଠପ୍ରତିଭାଙ୍କୁପୁରସ୍କୃତସହସମ୍ବର୍ଦ୍ଧିତକରାଯାଇଥିଲା।