ଜେଜେ ମା ଙ୍କ ବ୍ୟାଙ୍କ ଏକାଉଣ୍ଟ ରୁ ୪୫ଥର ରେ ଛଅ ଲକ୍ଷ୍ୟ ଷାଠିଏ ହଜାର ଟଙ୍କା ,ଉଠାନ କଲା ନାତି ।

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ବରଙ୍ଗପୁର :ନବରଙ୍ଗପୁର ଜିଲ୍ଲାର କଷାଗୁମୁଡା ବ୍ଲକ ଅନ୍ତର୍ଗତ ତାରାଗାଁ ପଞ୍ଚାୟତ ରେ ଘୋଟିଯାଇଛି ଏକ ଅମାନୁଷିକ ଠକାମୀ ସ୍ବୀକାର ହୋଇଛନ୍ତି ରିଟାଏର ସ୍ୱାସ୍ଥ୍ୟ ସେବୀକା  ସେ ହେଉଛନ୍ତି ନର୍ଷିଙ୍ଘଗୁଡା ଗାଁ ନିବାସୀ ଚନ୍ଦ୍ରମଣି ଦେବୀ (୭୦)ସ୍ଵାମୀ ଲକ୍ଷ୍ମୀ ଧର ପ୍ରଧାନ ନିଜ ଆବଶ୍ୟକତା ପାଇଁ ଟଙ୍କା ଉଠାନ ନିମନ୍ତେ ନବରଙ୍ଗପୁର SBI ବ୍ୟାଙ୍କ କୁ ଯାଇଥିଲେ   ନବରଙ୍ଗପୁର SBI ବ୍ୟାଙ୍କ ଖାତାରୁ ପ୍ରାୟ ,୬୦,୦୦୦/-(ଛଅ ଲକ୍ଷ୍ୟ ଷାଠିଏ ହଜାର )ଙ୍କା ବଦଳରେ ଖାତା ରେ ୬୭,୯୧(ସତସଠି ଟଙ୍କା ଏକାନବେ ପଇସା ) ଥିଲା

ବିଶେଷ ସୂଚନା ପ୍ରକାରେ ; ଚନ୍ଦ୍ରମଣି ଦେବୀ ତାଙ୍କ (ବଡ ପୁଅ ସାନ ପୁଅ)ସାନ ନାତି ସହିତ ତା ୨୩//୨୧ ରିଖ ରେ ନବରଙ୍ଗପୁର SBI ବ୍ୟାଙ୍କ କୁ ଆସି ନିଜ ବ୍ୟାଙ୍କ ଖାତା ନମ୍ବର 00000011357568227 ଠାରୁ ନିଜ ପାଇଁ ଟ୬୦,୦୦୦(ଷାଠିଏ ହଜାର)ଙ୍କା ଉଠାନ କରିବା ସମୟରେ ଜାଣିବାକୁ ପାଇଥିଲେ ଯେ,ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାତା ରେ କେବଳ ଟ୬୭,୯୧/-(ସତସଠି ଟଙ୍କା ଏକାନବେ ପଇସା) ଥିବାର ଶୁଣି ଅବାକ  ହୋଇଯାଇଥିଲେ ଏବଂ ତୁରନ୍ତ ବ୍ୟାଙ୍କ ଠାରୁ ନିଜ ଖାତାର ବ୍ୟବହାର କରିଥିବା ଟ୍ରାଞ୍ଜେକ୍ସନ ସ୍ଲିପ ମାଗି ଘରକୁ ଫେରି ଥିଲେ ତାଙ୍କ ବ୍ୟାଙ୍କ ଖାତା ରୁ ଦେଡ ବର୍ଷ ଭିତରେ ୪୫ ଥର ଅନ୍ୟ ଏକାଉଣ୍ଟ କୁ ପଠା ଯାଇଛି କ୍ରମଶଃ ୫୦୦୦/-,୧୦,୦୦୦/-,୨୫,୦୦୦ପ୍ରାୟ ଦେଡ ବର୍ଷ ପର୍ଯ୍ୟନ୍ତ ଫୋନ ପେ ଆପ ମାଧ୍ୟମରେ mobile ରୁ ଏହି ଚନ୍ଦ୍ରମଣି ଙ୍କ ଏକାଉଣ୍ଟ ରୁ ଦୁଇଟି ଏକାଉଣ୍ଟ କୁ ବାରମ୍ବାର ଟଙ୍କା ପଠାଯାଇଛି ,ଯାହାକି ୧୩ଥର ଥର ହେବ

ଘରେ ଆସି ସାନ ପୁଅ ଙ୍କ ସହ ବିଚାର ବିମର୍ଷ କରି ନିଜେ ମନ ବଳ ଭାଙ୍ଗି ଚିନ୍ତାରେ ରୋହିଯିବା ଦେଖି ତାରିଖ ୨୪//୨୧ ରେ ସାନପୁଅ ପ୍ରଦୀପ କୁମାର ପ୍ରଧାନ(୪୩) କୋଡ଼ିଙ୍ଗା ଥାନା ରେ ଏକ FIR ଦେଇଥିଲେ କି ତାଙ୍କ ମା ଙ୍କ ବ୍ୟାଙ୍କ ଖାତା ଛଅ ଲକ୍ଷ୍ୟ ଷାଠିଏ ହଜାର ଟଙ୍କା ଗାଏବ ହୋଇଛି,ଯାହାକି ତାଙ୍କ ପୁତୁରା ରଜନୀ କାନ୍ତ ପ୍ରଧାନ ଗୋପାଳ ବାରିକ  ଙ୍କ ନାମରେ ଅଭିଯୋଗ କରିଥିଲେ ଏହି ଲିଖିତ ଅଭିଯୋଗ କୁ ଭିତ୍ତି କରି କୋଡ଼ିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର ତଦନ୍ତ ଆରମ୍ଭ କରି ପ୍ରଥମେ ଗୋପାଳ ବାରିକ (ତାରାଗାଁ)କୁ ଥାନା କୁ ଆଣି ଜେରା କରି ତାର ତଥ୍ୟ ଅନୁଯାୟୀ ଏକ ଟିମ ଆନ୍ଦ୍ରପ୍ରଦେଶ ବିଶାଖାପାଟଣା ଠାରୁ ରଜନୀକାନ୍ତ ତାଙ୍କଭଉଣୀ ଘର ରୁ ଧରି ଆଣି ଆଜି (ଶନିବାର) ଦୁଇ ଜଣ କୁ ଜେରାକରି ଗୋପାଳ ବାରିକ କୁ ଛାଡ଼ି ଦେଇଥିଲେ ରଜନୀକାନ୍ତ ଦୋଷ ସ୍ବୀକାର ପରେ FIR no-୧୧୦/୨୧ ଆଇପିସି୧୮୬୦/୪୨୦ ସେକ୍ସନ IT act ୬୬(ସି)/୬୬(ସି)ଅନୁଯାଇ ଅପରାହ୍ଣରେ ନବରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା କୋଡ଼ିଙ୍ଗା ଥାନା ପକ୍ଷରୁ ସୂଚନା ମିଳିଛି

ଏହି ବିଷୟରେ ଅଭିଯୁକ୍ତ ରଜନୀକାନ୍ତ ଦାଦା ପ୍ରଦୀପ ପ୍ରଧାନ ଜେଜେମା  କହିଛନ୍ତି କି FIR ରେ ଦୁଇଜଣଙ୍କ ନାମ  ଥିବା ବେଳେ କେବଳ ଜଣ କୁ କିଭଳି ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ଏବଂ ଆଉ ଜଣେ କିଭଳି ଖୁଲମ ଖୋଲା ବୁଲୁଛି ଏହା ପୁନଃ ତଦନ୍ତ ସହ ଉଚିତ ନ୍ୟାୟ  ପାଇଁ ଦାବୀ କରିଛନ୍ତି