ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ତଟବର୍ତ୍ତୀ ସୁରକ୍ଷାସମ୍ପର୍କିତ ଉଚ୍ଚସ୍ତରୀୟବୈଠକଅନୁଷ୍ଠିତ
ଓଡିଶା ବାର୍ତ୍ତା ଭୁବନେଶ୍ୱର,(୨୩ଡିସେମ୍ବର୨୦୨୫):ରାଜ୍ୟପୋଲିସମୁଖ୍ୟାଳୟଠାରେଚତୁର୍ଥତଟବର୍ତ୍ତୀସୁରକ୍ଷାସମୟସମିତିସମ୍ପର୍କିତଏକଉଚ୍ଚସ୍ତରୀୟବୈଠକଅନୁଷ୍ଠିତହୋଇଯାଇଛି।ରାଜ୍ୟଆରକ୍ଷୀମହାନିର୍ଦ୍ଦେଶକଶ୍ରୀଯୋଗେଶବାହାଦୁରଖୁରାନିଆଙ୍କନିର୍ଦେଶକ୍ରମେଆରକ୍ଷୀମହାନିର୍ଦ୍ଦେଶକ( କ୍ରାଇମବ୍ରାଞ୍ଚ) ଶ୍ରୀବିନୟତୋଷମିଶ୍ରଏହିବୈଠକରେଅଧ୍ୟକ୍ଷତାକରିଥିଲେ। ଉକ୍ତ ବୈଠକରେରାଜ୍ୟରେବହୁପ୍ରତିଷ୍ଠିତ ତୈଳଓଗ୍ୟାସକମ୍ପାନିରବରିଷ୍ଠପଦାଧିକାରୀଙ୍କ ସହ ସୁରକ୍ଷାସମ୍ପର୍କିତବିଭିନ୍ନପ୍ରସଙ୍ଗରେବିସ୍ତୃତଭାବେଆଲୋଚନାହୋଇଥିଲା।ଓଡ଼ିଶାପୋଲିସଏବଂତୈଳକମ୍ପାନୀଗୁଡ଼ିକମଧ୍ୟରେଉପଯୁକ୍ତସହଯୋଗଓ ସମନ୍ୱୟସମ୍ପର୍କରେବୈଠକରେ ମତପ୍ରକାଶପାଇଥିଲା। ଓଡ଼ିଶାର ପାରାଦୀପ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲିୟମ ସଂରକ୍ଷଣ...
