Month: April 2025

ସିଆଇଏସଏଫ୍ କଣିହାଁ ଦ୍ଵାରା ଅଗ୍ନିଶମ ସପ୍ତାହ ପାଳନ

CISF ୟୁନିଟ୍ NTPC କଣିହାଁଦ୍ଵାରା ୧୪.୪.୨୦୨୫ ରୁ ୨୦.୪.୨୦୨୫ ପର୍ଯ୍ୟନ୍ତ ଅଗ୍ନି ଶମ ସେବା ସପ୍ତାହ ପାଳନ ଆଜି ୧୪.୪.୨୦୨୫ ରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ...