Month: May 2024

ବିଶାଳ ଜନସମୁଦ୍ର ମଧ୍ୟରେ ନବରଙ୍ଗପୁରରେ , ମୁଖ୍ୟମନ୍ତ୍ରୀଙ୍କ ନିରାଡମ୍ବର ପ୍ରଚାର, ଜିତିଲେ ହୃଦୟ

ନବରଙ୍ଗପୁର ,  ରାଜନୀତିରେ ନିଜର ସ୍ବଚ୍ଛ ଓ ସରଳ ଚିନ୍ତାଧାରା ପାଇଁ ସାରା ଦେଶରେ ପ୍ରଶଂସିତ ନବୀନ ପଟ୍ଟନାୟକ ଆଜି କୋରାପୁଟ ପରେ ନବରଙ୍ଗପୁରରେ ମଧ୍ୟ ନିରାଡମ୍ବର...